40.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗବସୁନ୍ଧରା ଯୋଜନାରେ ଜମି ହିନ କୁ ପଟ୍ଟା ବଣ୍ଟନ

ବସୁନ୍ଧରା ଯୋଜନାରେ ଜମି ହିନ କୁ ପଟ୍ଟା ବଣ୍ଟନ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା କୋକସରା ତହସିଲ କାର୍ଯ୍ୟାଳୟ ଠାରେ ଆଜି ଜମି ହିନ ଲୋକମାନଙ୍କୁ ବସୁନ୍ଧରା ଯୋଜନା ମଧ୍ୟ ମରେ ପଟ୍ଟା ବଣ୍ଟନ କରାଯାଇଛି। କାର୍ଯ୍ୟକ୍ରମରେ ଧର୍ମଗଡ଼ ଉପ-ଜିଲ୍ଲାପାଳ ଦିବାକର ଟି.ଏସ୍ ଯୋଗଦେଇ ପ୍ରଥମ ପର୍ଯ୍ୟାୟରେ ମୋଟେର ଓ ଡାଲଗୁମ୍ମା ପଞ୍ଚାୟତର ୨୨ ଜଣ ଜମି ହିନକୁ ପଟ୍ଟା ବଣ୍ଟନ କରିଥିଲେ। କୋକସରା ତହସିଲଦାର ମନୋଜ ପାଢୀ, ରାଜସ୍ବ ପରିଦର୍ଶକ କାର୍ତ୍ତିକ ସୁନା ଓ ଅନ୍ୟ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି ପଟ୍ଟା ବଣ୍ଟନ ରେ ସହଯୋଗ କରିଥିଲେ। ପଟ୍ଟା ପାଇବା ପରେ ହିତାଧିକାରୀମାନେ ଖୁସି ହେବାସହ ସରକାର ଓ ପ୍ରଶିସନ କୁ ଧନ୍ୟବାଦ ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking