27.8 C
Bhubaneswar
Wednesday, April 17, 2024
Homeଓଡିଶାମା' କାଳୀପୂଜା ଶାନ୍ତି କମିଟି ପକ୍ଷରୁ ବୈଠକ

ମା’ କାଳୀପୂଜା ଶାନ୍ତି କମିଟି ପକ୍ଷରୁ ବୈଠକ

ଯାଜପୁର : ରିଖ ବ୍ୟାସନଗର ସ୍ଥିତ ସ୍ୱରସ୍ୱତୀ ଶିଶୁମନ୍ଦିର ମନ୍ଦିର ଠାରେ ମା କାଳୀ ପୂଜା ଶାନ୍ତି କମିଟି ପକ୍ଷରୁ ଆବାହକ ବିଦ୍ୟାଧର ମହାନ୍ତି କଂ ତତ୍ୱଵେବଧାନ ରେ ଏକ ବୈଠକ ଆୟୋଜିତ ହୋଇ ଯାଇଛି. ସଭା ର ପ୍ରାରମ୍ଭ ରେ କରୋନା ଯୋଦ୍ଧା ଭାବେ ଲଢ଼ି ମୁତ୍ୟୁ ବରଣ କରିଥିବା ବ୍ୟକ୍ତି ବିଶେଷ ପାଇଁ ଶୋକ ପ୍ରସ୍ତାବ ଆଗତ କରାଯାଇଥିଲା. ଯାଜପୁର ରୋଡ ଆଇ ଆଇ ସି ଶ୍ରୀ ଅନିଲ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦାନ କରି କହିଲେ. ଗତ 5ତାରିଖ ପ୍ରଶାସନ ବୈଠକ ରେ ନିଆଯାଇଥିବା 15ଗୋଟି ନିଷ୍ପତି କୁ ସମସ୍ତ ପୂଜା ମାନି ନିରାମଡର ସହ ପୂଜା କରିବାକୁ ପ୍ରକାଶ କରିଥିଲେ ଓ ଆସନ୍ତା 18ତାରିଖରେ ବିସର୍ଜନ କରିବା ସହିତ କଟକଣାକୁ ଗ୍ରହଣ କରବା ନିମତେ ଶାନ୍ତି କମିଟି ର ସହଯୋଗ ଜରୁରୀ ଅଟେ. ଅନ୍ୟ ମାନଙ୍କ ମଧ୍ୟରେ –ପ୍ରଫୁଲ୍ଲ କୁମାର ବୋଇତାଇ ଆଇନ ଜୀବ ବିବେକାନନ୍ଦ ମହାନ୍ନ୍ତି, -ପ୍ରମୋଦ କୁମାର ରାଉତ ସହର ସମସ୍ତେ ପୂଜା କମିଟି ର କର୍ମକର୍ତ୍ତା ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking