39.1 C
Bhubaneswar
Wednesday, April 24, 2024
Homeଓଡିଶାବ୍ୟାସନଗର ପୌର ପରିଷଦ ପକ୍ଷରୁ ଭୂମି ହୀନ ମାନଂକୁ ଭୂମି ଯୋଗ୍ୟତା ପ୍ରମାଣ ପତ୍ର ବଣ୍ଟନ

ବ୍ୟାସନଗର ପୌର ପରିଷଦ ପକ୍ଷରୁ ଭୂମି ହୀନ ମାନଂକୁ ଭୂମି ଯୋଗ୍ୟତା ପ୍ରମାଣ ପତ୍ର ବଣ୍ଟନ

ଯାଜପୁର : ଯାଜପୁର ଜିଲ୍ଲାର ବ୍ୟାସନଗର ପୌର ପରିଷଦ ରେ ଶୁକ୍ରବାର 41ଜଣ ଭୂମି ହୀନ ଙ୍କୁ ଭୂମି ଯୋଗ୍ୟତା ପତ୍ର ବଣ୍ଟନ କରା ଯାଇଛି l କୋରାଇ ବିଧାୟକ ଅଶୋକ ବଳ ଭୂମି ହୀନ ମାନଂକୁ ଭୂମି ଯୋଗ୍ୟତା ପ୍ରମାଣ ପତ୍ର ବଣ୍ଟନ କରି ଥିଲେ l ପୌର ପରିଷଦ ର ପ୍ରଶାସକ ସନ୍ତୋଷ କୁମାର ମିଶ୍ର ଅତିରିକ୍ତ ତହସିଲଦାର ରଶ୍ମିତା ସ୍ୱାଇଁ, ଓ ପୌର ପରିଷଦ ର କାର୍ଯ୍ୟ ନିଵାହୀ ଅଧିକାର ସୂବେନ୍ଦୁଜେନା ପ୍ରମୁଖ ଉପସ୍ଥିତ ଥିଲେ l ସୂଚନା ଯୋଗ୍ୟ ଯେ ଏହିପୋୖରପରିଷଦ ରେ ବହୁ ଭୂମି ହୀନ ରହି ଛନ୍ତି l ସେମାନେ ଜଙ୍ଗଲ ଜମି ରେ 50ବର୍ଷ ରୁ ଉର୍ଦ୍ଧ ବସ ବାସ କରିରହିଛନ୍ତି l ସେମାନଙ୍କ ନାମ ରେ ପଟା ନ ଥିବାରୁ ସରକାରୀ ଯୋଜନାରୁ ବଂଚିତ ହେଉଚ୍ଛନ୍ତି l ଏହା ଛାଡ ସହର 60%ବସ ବାସ କରୁ ଥିବା ନାଗରିକ ନାମ ଜମିର କାଗଜ ପତ୍ର ନାହିଁ l ସେମାନଂକୁ ପଟାମିଲିବl ପାଇଁ ଦାବି ହେଉଛି l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking