38.8 C
Bhubaneswar
Friday, April 19, 2024
Homeଓଡିଶାଜିଲାପାଳଙ୍କୁ ଭେଟି ସମସ୍ୟା ଜଣାଇଲେ ଗ୍ରାମବାସୀ

ଜିଲାପାଳଙ୍କୁ ଭେଟି ସମସ୍ୟା ଜଣାଇଲେ ଗ୍ରାମବାସୀ

ଯାଜପୁର : ଯାଜପୁର ଜିଲା ଧର୍ମଶାଳା ତହସିଲ ଅଂଚଳର ବିଛାଖଣ୍ଡି ପାହାଡ ଅଂଚଳରେ ଚାଲିଥିବା ବେଆଇନ ପଥର ଖାଦାନରେ ରହିଥିବା ବିଷାକ୍ତ ପାଣିକୁ ଏବେ ମାପିଂଆ ମାନେ ପାଖ ଜମିକୁ ଛାଡି ଦେଉଛନ୍ତି । ପଂଳରେ ଚାଷୀଙ୍କ ଧାନ ପଂସଲ ସଂପୁର୍ଣ୍ଣ ନଷ୍ଟ ହୋଇଯାଇଛି । ଏ ନେଇ ବାରମ୍ବାର ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁପଂଳ ନ ମିଳିବାରୁ ବାଧ୍ୟ ହୋଇ ସ୍ଥାନୀୟ ଅଂଚଳର ଗ୍ରାମବାସୀ ଜିଲାପାଳଙ୍କୁ ଭେଟି ସେମାନଙ୍କ ସମସ୍ୟା ଜଣାଇଛନ୍ତି । ଏଥିପାଇଁ ନଷ୍ଟ ହୋଇଥିବା ଚାଷ ଜମି ର କ୍ଷତିପୁରଣ ପ୍ରଦାନ ସହିତ ବେଆଇନ ଭାବେ ଚାଲୁଥିବା ପଥର ଖାଦାନକୁ ସଂପୁର୍ଣ୍ଣ ବନ୍ଦ କରିବାକୁ ମଧ୍ୟ ଦାବୀ କରିଛନ୍ତି ଚାଷୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking