30.1 C
Bhubaneswar
Wednesday, April 24, 2024
Homeବ୍ରେକୀଙ୍ଗଜୋର ଜବରଦସ୍ତ ଘର ପାଚେରୀ ଭାଙ୍ଗି ଘର ବାହାରେ ତାଲା ପକେଇବାକୁ ନେଇ ଅଭିଯୁକ୍ତ ଅଟକ

ଜୋର ଜବରଦସ୍ତ ଘର ପାଚେରୀ ଭାଙ୍ଗି ଘର ବାହାରେ ତାଲା ପକେଇବାକୁ ନେଇ ଅଭିଯୁକ୍ତ ଅଟକ

ଯାଜପୁର: ଯାଜପୁର ଜିଲ୍ଲା ଯାଜପୁର ରୋଡ଼ ଥାନା ଅନ୍ତର୍ଗତ।ପାଇକିରାପୁର ଗ୍ରାମରେ ସାବିତ୍ରୀ ରଣାଙ୍କ ଘରବାରି ଉପରେ ପାଚିରୀ ନିର୍ମାଣ ଥିଲା। ସେହି ପାଚେରୀ ଓ ଗଛ ପତ୍ରକୁ ପାଇକିରାପୁର ଗ୍ରାମର ଜଗବନ୍ଧୁ ମଳିକ ଓ ବଳିଆ ମଳିକ ୧୦୦ ଉର୍ଦ୍ଧ୍ବ ଲୋକ ଧରି ଗତକାଲି ରାତ୍ରିରେ ସାବିତ୍ରୀ ଘର ପାଚେରୀ ଭାଙ୍ଗି ଗଛପତ୍ର କାଟିକରୀ ସାବିତ୍ରୀ ଙ୍କ ଘରକୁ ତାଲା ପକାଇ ଥିଲେ । ଏବଂ ସାବିତ୍ରୀ ପରିବାର କୁ ଅଶ୍ଳିଳ ଭାଷାରେ ଗାଳିଗୁଲଜ କରି ଜୀବନରେ ମାରିଦେବାକୁ ଧମକ ଦେଇଥିଲେ ଘରେ ତାଲା ପକାଇ ଦେଇଥିଲେ ସେହି ସମୟରେ ସାବିତ୍ରୀ ପରିବାର ଲୋକେ ଭୟଭୀତ ରେ ଘର ଭିତରେ ରହି ଗ୍ରାମ ବାସୀଙ୍କୁ ଓ ପୋଲିସ ଙ୍କୁ ଫୋନ୍ କରଥିଲେ। ଘଟଣା ସ୍ଥଳରେ ଯାଜପୁର ରୋଡ ପୋଲିସ ପହଞ୍ଚି ଘର ଚାବି ଭାଙ୍ଗୀ ସାବିତ୍ରୀ ପରିବାରକୁ ଉଧାର କରିଥିଲେ।ପଚେରୀ ଭାଙ୍ଗିଥିବା ଯୁବକଙ୍କୁ ପୋଲିସ ଅଟକ ରଖିଥିଲେ । ଏଘଟଣା ର ପୋଲିସ ତଦନ୍ତ ଜାରି ରଖିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking