34.1 C
Bhubaneswar
Thursday, April 25, 2024
Homeଓଡିଶାବଟିରାସ୍ଥିତ ମହାପୁରଷ ହାଡିବନ୍ଧୁ ଦାସ ମଠରେ ଶ୍ରୀଗୁରୁ ପୂଜା

ବଟିରାସ୍ଥିତ ମହାପୁରଷ ହାଡିବନ୍ଧୁ ଦାସ ମଠରେ ଶ୍ରୀଗୁରୁ ପୂଜା

ଯାଜପୁର : ଯାଜପୁର ଜିଲ୍ଲା କୋରାଇ ବ୍ଲକର ବଟିରା ସ୍ଥିତ ମହାପୁରୁଷ ହାଡିବନ୍ଧୁ ଦାସ ମଠ ରେ ଶ୍ରୀଗୁରୁପୂଜା ଏକାଦଶୀ ତିଥିରେ ଅନୁଷ୍ଠିତ ହୋଇଥିଲା । କୋଭିଡ କଟକଣା ଯୋଗୁ ଗୁରୁ ପୂଜା ଫିକା ପଡିଥିଲା କୋଭିଡ କଟକଣା ଅନୁସାରେ ପୂଜାପାଠ ଅନୁଷ୍ଠିତ ହୋଇଯାଇଛି । ସକାଳୁ ମଙ୍ଗଳ ଆରତୀ ଗୁରୁବନ୍ଦନା ଅନୁଷ୍ଠିତ ହେବା ପରେ ମହାପୁରୁଷ ହାଡ଼ିଦାସ ଓ ଜଗନ୍ନାଥଙ୍କୁ ମହାସାନ୍ନ କରାଯାଇଥିଲା । ବଡ଼ସିଂହାର ବେଶ କରାଯାଇ ଥିଲା । ଶ୍ରୀଗୁରଙ୍କ ବାଣୀ ପଠନ କରାଯାଇ ଥିଲା । ସନ୍ଧ୍ୟାରେ ପୁଣି ବଡ଼ସିଂହାର ବେଶ ଆରତୀ. ବିଂଷ୍ଣୁ ସହତ୍ସହ ନାମ କ୍ଷତିବଂଶ ପୁରାଣ ଅଷ୍ଟ୍ରଗୁଜୁରି ଶ୍ରୀଅଚ୍ୟୁତ ନନ୍ଦଙ୍କ ମାଳିକା ପଠନ କରାଯାଇ ଥିଲା । ଶେଷରେ ବଡ଼ ଭୋଗ ଲାଗି କରାଯାଇ ଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking