29.4 C
Bhubaneswar
Thursday, April 18, 2024
Homeଓଡିଶାଭିଜିଲାନନ୍ସ ହସ୍ତରେ ଧରାପଡ଼ିଲେ ବଡ଼ଚଣା ବିଦ୍ୟୁତ କନିଷ୍ଠ ଯନ୍ତ୍ରୀ

ଭିଜିଲାନନ୍ସ ହସ୍ତରେ ଧରାପଡ଼ିଲେ ବଡ଼ଚଣା ବିଦ୍ୟୁତ କନିଷ୍ଠ ଯନ୍ତ୍ରୀ

ଯାଜପୁର : ବଡ଼ଚଣା ବିଦ୍ୟୁତ ସେକେସନର କନିଷ୍ଠ ଯନ୍ତ୍ରୀ 10.000ଟଙ୍କା ଲାଞ୍ଚ ନେହୁଥିବା ସମୟରେ କଟକ ଡିଭିଜନ ଭିଜିଲାସନ୍ସ ବିଭାଗ ହସ୍ତରେ ଧରାପଡ଼ିଲେ । କନିଷ୍ଠଯନ୍ତ୍ରୀ ସ୍ୱାଧୀନ କୁମାର ସାହୁ 11kv ତାର କୁ shifting କରି ଦେବା ପାଇଁ ଚଣ୍ଡିଖୋଲର ସୂଂଗୁଡା ଗ୍ରାମ ଚିତ୍ତରଞ୍ଜନ ନାହଙ୍କ ଠାରୁ 10.000ଟଙ୍କା ନେବା ପାଇଁ ଦାବି କରିଥିଲେ । ଏ ସମ୍ପର୍କ ରେକଟକ ଭିଜିଲାସନ୍ସ ଡିଭିଜନ ନିକଟରେ ଚିତ୍ତରଞ୍ଜନ ଅଭିଯୋଗ କରିଥିଲେ । ଭିଜିଲାସନ୍ସ ବିଭାଗର ଅଫିସର ଯୋଜନା ଅନୁଯାଇ ଆଜି ଚିତ୍ତରଞ୍ଜନ ନାୟକ କନିଷ୍ଟ ଯନ୍ତ୍ରୀଙ୍କୁ ଦାବି ମୁତାବକ 10.000ଟଙ୍କା ଦେହୁଥିବା ବେଳ ଭିଜିଲାସନ୍ସ ବିଭାଗର ଅଫିସରମନେ କନିଷ୍ଠ ଯନ୍ତ୍ରୀଙ୍କୁ ଧରି ତାଙ୍କ ଠାରୁ ଲାଞ୍ଚ ନେଇ ଥିବା ଟଙ୍କା ସାର୍ଟ ପକେଟରୁ ଜବତ କରି କନିଷ୍ଟ ଯନ୍ତ୍ରୀ ସ୍ୱାଧୀନ କୁମାର ସାହୁଙ୍କୁ ଗିରଫ କରିଛନ୍ତି । କଟକ ଭିଜିଲାସନ୍ସ ପି ଏ ସେ କେଶ ନଂ 15ତାରିଖ 5-10-2020ରେ ଏକ ମକଦ୍ଦମା ରୁଜୁ ହୋଇଛି ଆସାମୀକୁ କୋର୍ଟକୁ ପଠାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking