27.8 C
Bhubaneswar
Thursday, April 18, 2024
Homeଓଡିଶାକରୋନା ନେଲା ପୁଣି ଏକ ଜୀଵନ

କରୋନା ନେଲା ପୁଣି ଏକ ଜୀଵନ

ଯାଜପୁର : କରୋନା ନେଲା ପୁଣି ଏକ ଜୀଵନ । ଯାଜପୁର ଜିଲ୍ଲା ଦାନଗଦି ଗ୍ରାମର ଜଣେ ପରିଚିତ ସମାଜସେବି କାମଦେବ ସାମଲ କିଛିଦିନ ତଳେ ତାଙ୍କର କରୋନା ପଜେଟିଭ ବାହାରିଥିଲା । ପ୍ରଥମେ ତାଙ୍କୁ ହୋମ କ୍ୱାରେଣ୍ଟାଇନ ଓ ପରେ ତାଙ୍କୁ ଯାଜପୁର ମୁଖ୍ୟ ହସ୍ପିଟାଲଙ୍କୁ ନିଆଯାଇ ଥିଲା । ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥାରେ ସୁଧାର ନ ଆସିବାରୁ ତାଙ୍କୁ କଳିଙ୍ଗନଗର ସ୍ଥିତ ଟାଟା ମେଡ଼ିକା covid hospitalକୁ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥାରେ କୌଣସି ପରିବର୍ତନ ଆସିନଥିଲା । ଶେଷରେ ଦୀର୍ଘ 20 ଦିନ ମୃତ୍ୟୁ ସହ ସଂଗ୍ରାମ କରି ଜୀବନ ଯୁଦ୍ଧରେ ହାରି ଯାଇଥିଲେ । ଆମ ସମସ୍ତଙ୍କୁ ପରକରି ଆରପାରିକୁ ଚାଲିଗଲେ । ତାଙ୍କ ବିୟୋଗରେ ଦାନଗଦି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking