38.8 C
Bhubaneswar
Friday, April 19, 2024
Homeଓଡିଶାଜାଫରପୁରରେ ପାଳିତ ହେଲା ନୂଆଖାଇ ପର୍ବ   

ଜାଫରପୁରରେ ପାଳିତ ହେଲା ନୂଆଖାଇ ପର୍ବ   

ଯାଜପୁର : ପୂର୍ବ ଯାଜପୁର ଜିଲ୍ଲାର ଦଶରଥପୁର ବ୍ଳକ ଅନ୍ତର୍ଗତ ଜାଫରପୁରସ୍ଥିତ ମହିମା ଆଶ୍ରମଠାରେ କୋଭିଡ ନିୟମାନୁଯାୟୀ ସାମାଜିକ ଦୂରତା ରକ୍ଷାସହିତ ପାଳିତ ହୋଇଯାଇଛି ନୂଆଁଖାଇ ପର୍ବ।ପ୍ରାତଃ ସମୟରୁ ସାଧୁ ନିଲୁ ବାବାଙ୍କ ଦ୍ବାରା ଅଖଣ୍ଡ ପ୍ରଦୀପ ପ୍ରଜ୍ଵଳନ କରାଯାଇ ଭକ୍ତ ମାନଙ୍କୁ ନୂଆ ବସ୍ତ୍ର  ନୂଆଚୁଡା ସହ ବିଭିନ୍ନ ପ୍ରକାରର ଖାଦ୍ୟ ବ୍ୟଞ୍ଜନ ବଣ୍ଟନ କରାଯାଇଥିଲା।ଏଥିରେ ଅଧ୍ୟାପକ ଭରତ ଚନ୍ଦ୍ର ବେହେରା, ମିହିର କୁମାର, ସାମ୍ବାଦିକ ଜ୍ୟୋତିଶଙ୍କର ରାୟ,ଶଶିକାନ୍ତ ପଣ୍ଡା, ନିରଞ୍ଜନ ବେହେରା,ଚୈତନ୍ୟ ବେହେରା,ମାଳତୀ ବେହେରାଙ୍କ ସମେତ ସମସ୍ତ ଗ୍ରାମବାସୀ  ସହଯୋଗ କରିଥିଲେ।ଏହି ପରିପରେକ୍ଷୀରେ ସାଧୁ ନିଲୁବାବା ଭକ୍ତ ମାନଙ୍କୁ କରୋନା ମହାମାରୀ ବିଷୟରେ ସଚେତନ ଓ ଧର୍ମ ଜାଗରଣ ସମ୍ବନ୍ଧରେ ଦିଗଦର୍ଶନ ଦେବା ସହ ଆଶୀର୍ବଚନ ପ୍ରଦାନ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking