34.1 C
Bhubaneswar
Thursday, April 25, 2024
Homeଓଡିଶା୩୫୦ ଲିଟର ଦେଶୀ ମଦ ସହ ଭ୍ୟାନ ଜବଦ

୩୫୦ ଲିଟର ଦେଶୀ ମଦ ସହ ଭ୍ୟାନ ଜବଦ

ଯାଜପୁର : ଯାଜପୁର ଜିଲ୍ଲାର ଜଗନ୍ନାଥପୁର ନିକଟରେ ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ କୁଆଖିଆ ପୋଲିସ ଚାଲାଣ ହେଉଥିବା ଦେଶୀମଦ ଭ୍ୟାନ ଗାଡିକୁ ଜବଦ କରିଛନ୍ତି l ସେଥିରୁ ୩୫୦ଦେଶୀ ମଦ ଜବତ କରାଯାଇଛି lଏଥିରେ ସମ୍ପୃକ୍ତ ଥିବା ଜଣକୁ ଗିରଫ କରାଯାଇଛି l ବୋଲି ଯାଜପୁର ଏସପି ଟୁଇଟ ମାଧ୍ୟମରେ ସୂଚନା ଦେଇଛନ୍ତି l ଏସପିଙ୍କ ନିର୍ଦେଶ ପାଇ କୁଆଖିଆ ପୋଲିସ ଜଗନ୍ନାଥପୁର ନିକଟରେ ଗାଡିକୁ ଜଗନ୍ନାଥପୁର ନିକଟରୁ ଯାଞ୍ଚ କରି ମଦଜବଦ କରିଥିଲେ l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking