33.1 C
Bhubaneswar
Wednesday, April 24, 2024
Homeଓଡିଶାବିଜୁ ଜନତା ଦଳର ସବିତା ରାଉତ ହେଲେ ଯାଜପୁର ଜିଲ୍ଲାର ମହିଳା ସଭାନେତ୍ରୀ

ବିଜୁ ଜନତା ଦଳର ସବିତା ରାଉତ ହେଲେ ଯାଜପୁର ଜିଲ୍ଲାର ମହିଳା ସଭାନେତ୍ରୀ

ଯାଜପୁର (ଓଏନଏ) : ରାଜ୍ୟ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବ୍ୟାସନଗର ପୂର୍ଵତନ ନଗରପାଳ ଶ୍ରୀମତୀ ସବିତା ରାଉତ ଉପରେ ଆସ୍ଥା ପ୍ରକଟ କରି ଯାଜପୁର ଜିଲା ମହିଳା ସଭାନେତ୍ରୀ ଭାବେ ନିଯୁକ୍ତି ଦେଇଛନ୍ତି l ଶ୍ରୀମତୀ ରାଉତ ବ୍ୟାସନଗର ପୌର ପରିଷଦର ବିକାଶ କରି ଜଣେ ଟାଣୁଆ ସାଲିସ ବିହୀନ ନାରୀନେତ୍ରୀ ଦକ୍ଷତା ସହ ନଗରପାଳ କାଯ୍ୟ ସମ୍ପାଦନ କରି ସହର ବlସିଙ୍କ ପ୍ରିୟ ଭାଜନ ହୋଇଛନ୍ତି l ସେ ସାଲିସ ବିହୀନ ନାରୀ ନେତ୍ରୀ ନିର୍ଭୀକ ସ୍ୱାଧୀନ, ଚିନ୍ତାଧରା ନାରୀ ନେତ୍ରୀ ହୋଇଥିବାରୁ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଯାଜପୁର ଜିଲ୍ଲାର ମହିଳା ସଂଗଠନର ଦାୟିତ୍ୱ ଦେଇଛନ୍ତି l ଶ୍ରୀମତୀ ରାଉତ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ. ବିଜେଡ଼ି ରାଜ୍ୟ ସଂଗଠନ ସମ୍ପାଦକ ପ୍ରଣୟ କୁମାର ଦାସ ସମେତ ଯାଜପୁର ଜିଲାର ସମସ୍ତ ବିଧାୟକ ଓଏମପିଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking