27.1 C
Bhubaneswar
Thursday, April 25, 2024
Homeଓଡିଶାବିବାହର ପ୍ରତିଶୃତି ଦେଇ ପ୍ରତାରିତ କରିଥିବା ପ୍ରେମିକକୁ ଗିରପଂ କଲା ପୋଲିସ 

ବିବାହର ପ୍ରତିଶୃତି ଦେଇ ପ୍ରତାରିତ କରିଥିବା ପ୍ରେମିକକୁ ଗିରପଂ କଲା ପୋଲିସ 

ଯାଜପୁର : ବିବାହର ପ୍ରତିଶୃତି ଦେଇ ପ୍ରତାରିତ କରିଥିବା ପ୍ରେମିକକୁ ଗିରପଂ କଲା ପୋଲିସ । ଗିରପଂ ଅଭିଯୁକ୍ତ ହେଲେ ଯାଜପୁର ଜିଲା ବିଂଝାରପୁର ଥାନା  ବାଲିଚନ୍ଦ୍ରପୁର ଗାଁର ଉଦୟନାଥ ଓଝା ଙ୍କ ପୁଅ ରୋହିତ । ରୋହିତ  ମଂଗଳପୁର ଥାନା ବିରିପଟା ଗାଁର ଜନୈକ ଯୁବତୀଙ୍କୁ ପ୍ରେମଜାଲରେ ପଂସାଇ ବିବାହର ପ୍ରତିଶୃତି ଦେଇ ତା ସହିତ ଶାରିରିକ ସଂପର୍କ ରକ୍ଷା କରିଥିଲେ । ପରେ ଯୁବତୀ ଜଣକୁ ଧରାଛୁଆଁ ଦେଇନଥିଲେ । ଏ ନେଇ ଯୁବତୀ ଜଣକ ମଂଗଳପୁର ଥାନାରେ ଅଭିଯୋଗ କରିବା ପରେ କୌଣସି ସୁପଂଳ ନ ମିଳିବାରୁ ଯୁବତୀ ଜଣକ ଅଭିଯୁକ୍ତ ରୋହିତଙ୍କ ଘର ଆଗରେ ଧାରଣାରେ ବସିଥିଲେ । ପରେ ପୋଲିସ ରୋହିତକୁ ଗିରପଂ କରିବାକୁ ବାଧ୍ୟ ହୋଇଥିଲା । ଆଜି ଉଭୟ ରୋହିତ ଓ ଯୁବତୀଙ୍କ ଡାକ୍ତରୀ ମାଇନା କରି ତଦନ୍ତ ଜାରି ରଖିଥିବା ବେଳେ ଅଭିଯୁକ୍ତ ରୋହିତକୁ କୋର୍ଟ ଚାଲାଣ କରିଛି ମଂଗଳପୁର ପୋଲିସ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking