43.9 C
Bhubaneswar
Friday, April 19, 2024
Homeଓଡିଶାଗଡ଼ିଲା ଜନ ହିତକାରୀ ସମସ୍ୟା ଓ ସମାଧାନର ରଥ

ଗଡ଼ିଲା ଜନ ହିତକାରୀ ସମସ୍ୟା ଓ ସମାଧାନର ରଥ

ଯାଜପୁର (ଓଏନଏ) : ଫ୍ରିଡ଼ମଫିଡେଲିଟି” ଯାଜପୁର ଜିଲ୍ଲାର ଅଗ୍ରଣି ସମାଜ ସେବୀ ସଂସ୍ଥା ପକ୍ଷରୁ ଅଧକ୍ଷ ଶ୍ରୀଯୁକ୍ତ ଶାସ୍ତ୍ରୀ ବାହାଦୂର ପ୍ରଧାନ ଏବଂ ତାଙ୍କ ଟିମ ପକ୍ଷରୁ ଲୋକମାନଙ୍କ ବିଭିନ୍ନ ସମସ୍ୟାକୁ ନେଇ ସମାଧାନ କରିବା ଦିଗରେ ବାହାରିଛି ଏ ରଥ। ଏ ରଥ ପ୍ରଥମ ପର୍ଯ୍ୟାୟରେ ଚାରି ଗୋଟେ ଅଦର୍ଶ ପଞ୍ଚାୟତ ଓ ଗୋଟେ ଅଦର୍ଶ ମୁନିସିପାଳିଟିକୁ ନେଇ କରିବ ଏ କାର୍ଯ୍ୟକ୍ରମ, ଯଥା:- ଜହ୍ନା,ରାଛିପୁର, ତାହାରପୁର, ମଙ୍ଗଳପୁର ଏବଂ ବ୍ୟାସନଗର ପରେ ଏହା ସମ୍ପସାରଣ ହେବ ପୁରା ଜିଲ୍ଲାକୁ- ଜିରୋ ଗ୍ରାଉଣ୍ଡରୁ ସମାଧାନ କରିବ ଏ ରଥ -ସର୍ବପରି ଜାତିଧର୍ମବର୍ଣ୍ଣ ଏବଂ ଦଳମତ ନିର୍ବିଶେଷରେ ଆମେ ସଭିଏଁ ଏକ । ସମସ୍ତେ ଏକ ହୋଇ”ଉତ୍କଳବାସୀଭାରି_ସାହସୀ” ର କାର୍ଯ୍ୟକ୍ରମ ପାଇଁ ସମସ୍ତ ଯୁବ ପିଢିଙ୍କୁ ଆହ୍ୱାନ ଦଉଛୁ କି ସମସ୍ତେ ସଂଗଠିତ ହୋଇ ଆମ ଜିଲ୍ଲା, ରାଜ୍ୟ ଓ ଦେଶ ଜାତିର ନାମକୁ ଉର୍ଦ୍ଧରେ ପହଞ୍ଚାଇବା ଆମର ପରମ ଲକ୍ଷ୍ୟ ହବା ଦରକାର । ତେଣୁ ଆଗାମୀ ଭବିଷ୍ୟତ ଉଜ୍ୱଳ କରିବା ପାଇଁ ଯୁବପିଢିମାନେ ଆଗକୁ ଆସି ଦୁର୍ନୀତିର ପ୍ରତିବାଦ କରିବା ସହ ନିଜ ହକର ଲଢ଼େଇକୁ ଜାରି ରଖିବା ପାଇଁ ଟିମ ପକ୍ଷରୁ ଅବଗତି କରାଯାଇ ଅଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking