34.1 C
Bhubaneswar
Friday, March 29, 2024
Homeଓଡିଶାକଳିଙ୍ଗ ନଗର ମଜ଼ଦୂର ୟୁନିୟନ ପକ୍ଷରୁ ନୀଳଚଳ କାରଖାନା ଆଗରେ ପ୍ରତିବାଦ ସଭା ଓ ରାସ୍ତାରୋକ

କଳିଙ୍ଗ ନଗର ମଜ଼ଦୂର ୟୁନିୟନ ପକ୍ଷରୁ ନୀଳଚଳ କାରଖାନା ଆଗରେ ପ୍ରତିବାଦ ସଭା ଓ ରାସ୍ତାରୋକ

ଯାଜପୁର : କଳିଙ୍ଗ ନଗର ଠାର ଥିବା ନୀଳଚଳ ଇସ୍ପାତ କର୍ମଚାରୀଙ୍କର 10ମାସର ବକେୟା ଦରମା ଦାବିରେ ନିଳଚଳର ଦୁଇ ନମ୍ବର ଫାଟକ ସମୂଖରେ ଗଣଧାରଣ ଓ ଡୁବୁରି-ଯାଜପୁର ରାସ୍ତା ସହ ଅବରୋଧ କରାଯାଇଥିଲା । ଏହି ଗଣଧାରଣାରେ ବିଗତ 26/12/2020ରେ ଦେଇଥିବା ପାଞ୍ଚ ଦଫା ଦାବି ପତ୍ର ତାହା କାର୍ଯ୍ୟରେ ବିଫଳ ହେଇଥିବା ଉଦ୍ଧେଶ୍ୟରେ ସୋମବାର ଧାରଣ ଓ ରାସ୍ତା ଅବରୋଧ ହୋଅଛି । କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଆଲୋଚନା ହୋଇଥିଲା ଯେ ନୀଳଚଳ ଭିତରେ ଥିବାର ମୁଲ୍ୟ ୩ଶହ ଫିନିଷ ପ୍ରଡ଼କଟ ଅଛି ତାକୁ ବିକ୍ରି କରି ବକେୟା ଦରମା ଦିଆଯିବ କିନ୍ତୁ ପ୍ରତିଶ୍ରୁତି ଦେଇଥିବା ମ୍ୟାନଜମେଣ୍ଟ ତାହା କାର୍ଯ୍ୟକ୍ରମ ନକରି trasporter ଦେଇଦେଲେ । ଆଗାମୀ ଦିନରେ 5ଦଫା ଦାବି ପୂରଣ ନକଲେ ରାଜ ରାସ୍ତାରେ ପିଲା,ଛୁଆ ଧରି ଆସିବେ ଓ ଆତ୍ମହୁତି ସହ ରାଜ ରାସ୍ତା ଅବରୋଧ କରିବେ ବୋଲି କହିଛନ୍ତି ଆନ୍ଦୋଳନକାରୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking