37.1 C
Bhubaneswar
Thursday, March 28, 2024
Homeଓଡିଶାବିଜେଡ଼ିରେ ଯୋଗ ଦେଲେ ବିଜେପି ସମର୍ଥକ

ବିଜେଡ଼ିରେ ଯୋଗ ଦେଲେ ବିଜେପି ସମର୍ଥକ

ଯାଜପୁର : ଓଡ଼ିଶାର ବିକାଶ ପାଇଁ ସମର୍ପିତ ବିଜୁ ଜନତା ଦଳର ବିଚାରଧାରାରେ ଆକୃଷ୍ଟ ହୋଇଛନ୍ତି ଦାନଗଦି ବ୍ଲକର ବିଜେପି ସମର୍ଥକ। ଶାସକ ଦଳର ଲୋକାଭିମୁଖୀ କାର୍ଯ୍ୟ ଓ ବିଧାୟକ ଇଂ. ପ୍ରୀତିରଞ୍ଜନ ଘଡାଉଙ୍କ ଦୃଢ଼ ନେର୍ତ୍ତୃତ୍ୱରେ ପ୍ରଭାବିତ ହୋଇ ଦାନଗଦି ବ୍ଲକ ସାଳିଜଙ୍ଗା ପଞ୍ଚାୟତର ନିଳକଣ୍ଠପୁର ଓ କୁଲାପିଟା ଗ୍ରାମର ବହୁ ବିଜେପି କର୍ମୀ ବିଜେଡ଼ିରେ ଯୋଗ ଦେଇଛନ୍ତି। ବିଜେଡ଼ିର ବରିଷ୍ଠ ସାଧାରଣ ସମ୍ପାଦକ ଇଂ ପ୍ରୀତିରଞ୍ଜନ ଘଡ଼ାଇ,ଏମାନଙ୍କୁ ନିଜ ଦଳରେ ସ୍ୱାଗତ କରିଛନ୍ତି। ଆଜିର ମିଶ୍ରଣ ଯୋଗୁ ଦାନଗଦି ବ୍ଲକରେ ବିଜେଡି ସଂଗଠନ ମଜଭୁତ ହେବାର ଆଶାବ୍ୟକ୍ତ କରିଛନ୍ତି ବିଧାୟକ ଘଡାଇ।ଅନ୍ୟ ପକ୍ଷ ରେ ସାଳିଜଙ୍ଗl ପଂଚାୟତରେ ବିଭିନ୍ନ ପ୍ରକଳ୍ପର ଶୁଭ ଶିଳାନ୍ୟାସ କରିଛନ୍ତି ବିଧାୟକ ପ୍ରିତିରଞ୍ଜ ଘଡେ଼ଇ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking