40.1 C
Bhubaneswar
Wednesday, April 24, 2024
Homeଅପରାଧଶାଶୂ ଶଶୁରଙ୍କୁ ବୋହୂର ମରଣାତ୍ମକ ଆକ୍ରମଣ

ଶାଶୂ ଶଶୁରଙ୍କୁ ବୋହୂର ମରଣାତ୍ମକ ଆକ୍ରମଣ

ଯାଜପୁର : ଯାଜପୁର ଜିଲ୍ଲାର ଯଖପୁରା ଥାନା ଅଂଚଳରେ ଏକ ଅଭାବନୀୟ ଘଟଣା ଘଟିଛି । ଶାଶୂ ଶଶୁରଙ୍କୁ ବୋହୂର ମରଣାତ୍ମକ ଆକ୍ରମଣ । ଏହି ଘଟଣାଟି ଯଖପୁରା ଥାନାର ଥେଲି ବାହାଲି ଗ୍ରାମ ମୁଡାବସ୍ତିରେ ଘଟିଛି । ବୋହୁ ଶ୍ରମଯିବି, ସେ ରସି ପାନ କରି ଘରକୁ ଫେରିଥିଲା । ଏହି ଘାଟଣକୁ ଶାଶୂ ଶଶୁର ବିରୋଧ କରିବାରରୁ ବୋହୁ ଏକ ଟାଙ୍ଗିଆ ଶାଶୂ ଶଶୁରକୁ ବୋହୁ ନମିତା ଆକ୍ରମଣ କରି ନିର୍ମମଭାବରେ ହାଣି ଥିଲା । ଶାଶୂ ଶଶୁର ଟାଙ୍ଗିଆ ଚୋଟରେ ଗୁରୁତର ଆହତ ହୋଇଥିଲେ । ଏ ସମ୍ପର୍କରେ ଖବର ପାହି ଯଖପୁରା ପୋଲିସ ଘଟଣାସ୍ଥଳରେ ପହଂଚି ଟାଙ୍ଗିଆ ସହ ବୋହୂକୁ ଗିରଫ କରିଛି । ଆହତଙ୍କୁ ଚିକିତ୍ସା ପାଇଁ ଦାନଗଦି ଡାକ୍ତରଖାନକୁ ପଠାଇଛି । ଉଭୟ ଶାଶୂ ଶଶୁରଙ୍କ ଅବସ୍ଥା ସଂଗୀନ ରହିଛି ପୋଲିସ କେଶ ନମ୍ବର 73.2020ରେ ଏକ ମକଦ୍ଧମା ରୁଜୁ କରି ଆସାମୀକୁ କୋର୍ଟ ପଠାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking