ଜଙ୍ଗଲ ଜମିରେ ଥିବା ଦଶତାଲା ସ୍ର୍ର୍ପିଙ୍ଗି ଭିଲା ଆପାଟମେଣ୍ଟକୁ ବିରୋଧ

ଯାଜପୁର : ଯାଜପୁର ଜିଲ୍ଲା ଦାନଗଦି ତହସିଲିରେ ସହ ଏକର ଜଙ୍ଗଲ କିସମ ଜମିରେ ପ୍ରଭାବଶାଳୀମାନଙ୍କ କବାଜରେ ରହିଛି l କୋଠାବାଡି କରି ରହିବା ସହିତ ଭଡ଼ା ଦେଇ ହଜାର ହଜାର ଟଙ୍କା ଉପାଜନ୍ୟ କରୁଛନ୍ତି l ଭୂମି ହୀନ ବନ ଜାତି ଓ ଦଳିତଙ୍କୁ ଜମି ବିସେ ମିଳୁନାହିଁ l ପୁରୁଷ ପୁରୁଷ ଧରି ରହିଥିଲେ ମଧ୍ୟ ସେମାନଂକୁ ଜମିପାଟ ମିଳୁନାହିଁ ପଟା ନଥିବାରୁ ସରକାରୀ ଯୋଜନା ଓ ଉଚସିକ୍ଷାରୁ ବଂଚିତ ହେଉଛନ୍ତି l କେତକ ପୂର୍ବତନ ପ୍ରଶାସନ ଅଧିକାରୀ ଜଙ୍ଗଲ ଜମିକୁ ବେନିୟମ ଭାବରେ ପଟା କରି ନେଇଛନ୍ତି ସମଗ୍ର ଦାନଗଦି ତହସିଲର ଶତକଡା 60ଭାଗ ଜମି ଜଙ୍ଗଲ କିସମରେ ରହିଛି l ସେମାନେ କିଭଳି ପଟା ପlଇଲେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି l ଏହାର ଦୁଷ୍ଟାଣ୍ଟ ଦେଖିବାକୁ ମିଳିଛି ଦାନଗଦି ଓଭର ବ୍ରିଜି ନିକଟରେ ଥିବା ସ୍ପିଙ୍ଗି ଭିଲା ଆପାଟେମେଣ୍ଟେ ବେଆଇନୀ ଭାବେ ଜଙ୍ଗଲ ଜମିରେ ହୋଇଥିବାରୁ ଜନସାଧାରଣଙ୍କ ବିରୋଧ । ଜଙ୍ଗଲ ଜମିକୁ ନେଇ ଆଇ ଏନ୍ ଟିୟୁସୁ ନେତା ବିଦ୍ୟାଧର ମହାନ୍ତି ଆନ୍ଦୋଳନକୁ ଓହ୍ଲାଇବେ।
କହିଛନ୍ତି ଯେଉଁ ଜଙ୍ଗଲ ଜମିରେ ଆଦିବାସୀ ଦଳିତ ଗରିବ ଶ୍ରେଣୀର ଲୋକେ ରହିବାକୁଜଙ୍ଗଲ ଜମି ରେଘର ଭାଙ୍ଗି ଦିଆ ଯାଉଛି ଓ ଆପାର୍ଟମେଣ୍ଟ କରିବା ପରୋକ୍ଷ ସାହାଯ୍ୟ କରାଯାଉଛି ଜଙ୍ଗଲ ଜମି ଲିଜ ଦେବା ପାଇଁ ଅନୁମତି ନାହିଁଶିଳ୍ପ ଓ ବଡ଼ ହୋଟେଲ ଆପଟମେଣ୍ଟେକୁରେ ନିର୍ଦ୍ଦେଶ ଦିଆଯାଉଛି ଏବଂ ଏହି ଜଙ୍ଗଲ ଜମି କଣ କୋଟିପତି ଶ୍ଳିପପତିଙ୍କ ପାଇଁ ନା କାହାପାଇଁ ଜିଲ୍ଲା ପ୍ରଶାସନ କାହା ଛତ୍ର ଛାୟା ତଳେ ଓ ଦାନଗଦି ତହସିଲି ଦାର ନମ୍ରତା ମୋଦି କାହା ଛତ୍ର ଛାୟା ତଳେ ଯେ ଜଙ୍ଗଲ ଜମି ଉପରେ ପଦକ୍ଷେପ ନେବା ବଦଳରେ ଜଙ୍ଗଲରେ ହେଇଥିବା ସ୍ପିର୍ଙ୍ଗି ଭିଲା ଆପାଟେମେଣ୍ଟେ କୁ ସୁରକ୍ଷା ଦେଉଛନ୍ତି । ଏହାକୁ ଆଇଏନ ଟିସି ଜିଲ୍ଲା ସଭାପତି ବିଦ୍ୟାଧର ମହାନ୍ତି କହିଛନ୍ତି ଦାନଗଦି ଅଞ୍ଚଳରେ ଅନେକ ଜଙ୍ଗଲ ଜମି ଅଛି ଜଦି ଜଣେ ଘର କରେ ତାକୁ ମଧ୍ୟ ଦାନଗଦି ତହସିଲି ଦାର ନମ୍ରତା ମୋଦି ଭାଙ୍ଗି ଦେଉଛନ୍ତି । ତେବେ ଏହି ସ୍ପିର୍ଙ୍ଗିଭିଲା ଆପାଟ ମେଣ୍ଟେକୁ କାହିଁକି ପଦକ୍ଷେପ ନେଉ ନାହାଁନ୍ତି । ସେଥିପାଇଁ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ଆଇଏନ୍ ଟିଭି ସଭାପତି ବିଦ୍ୟାଧର ମହାନ୍ତି ।

LEAVE A REPLY

Please enter your comment!
Please enter your name here