34.1 C
Bhubaneswar
Friday, March 29, 2024
Homeଓଡିଶା୬୩ତମ ଅମୂଲ୍ୟ କୃଷ୍ଣ ଫୁଟବଲଟୁର୍ଣ୍ଣାମେଂଟଣ୍ଟ

୬୩ତମ ଅମୂଲ୍ୟ କୃଷ୍ଣ ଫୁଟବଲଟୁର୍ଣ୍ଣାମେଂଟଣ୍ଟ

 
ଯାଜପୁରରୋଡ–ଯାଜପୁରରୋଡ଼ ଆଥ୍‌ଲେଟିକ ଆସୋସିଏସନ୍ ଆନୁକୁଲ୍ୟରେଏବଂ ସୌମିକହିରୋ ସହାୟତାରେ ସ୍ଥାନୀୟଏନ୍‌ସିହାଇସ୍କୁଲ୍ ପଡ଼ିଆରେ ୬୩ତମ ଅମୂଲ୍ୟ କୃଷ୍ଣ ଫୁଟ୍‌ବଲର ଦୁଇ ସେମିଫାଇନାଲ ମ୍ୟାଚରେ ଉତ୍କଳ କ୍ଲବ୍ କଟକ ଓ ମର୍ଣ୍ଣଂଷ୍ଟାର୍ ଯାଜପୁରରୋଡ଼ ମଧ୍ୟରେ ହୋଇଥିଲା । ଏହି ମ୍ୟାଚରେ ମର୍ଣ୍ଣିକ୍ଲବ୍ ଯାଜପୁରରୋଡ଼ ଟାଇବ୍ରେକ ଜରିଆରେ ୫-୪ଗୋଲରେ ଉତ୍କଳ କ୍ଲବକଟକୁ ପରାସ୍ତକରି ଫାଇନାଲ୍‌କୁ ଉନ୍ନତି ଯାଇଛି । ଆସନ୍ତାକାଲି ଫାଇନାଳମ୍ୟାଚ ମର୍ଣ୍ଣିଂକ୍ଳବ ଯାଜପୁରରୋଡ଼ ଓ କଟକ ଇଲେଭେନ ମଧ୍ୟରେ ଅନୁଷ୍ଠିତହେବ । ଆଜିକାର ମ୍ୟାଚର ଅନୁଷ୍ଠିତ ଉତ୍ସବରେ କଳଂଗ ନଗର ଗ୍ରୁପ୍ ଅଫ ଇନ୍‌ଷ୍ଟିଚ୍ୟୁଟର ଅଧ୍ୟକ୍ଷ ଆଲେକ୍‌ଜାଣ୍ଡାର ଦାଶ ମୁଖ୍ୟଅତିଥି ରୂପେ ଯୋଗ ଦେଇଥିଲେ । ଆସୋସିଏନର ସଭାପତି ରସାନନ୍ଦ ମହାନ୍ତି ଓ ସଂପାଦକ ଦୁର୍ଯ୍ୟଧନ ରାଉତ ମଂଚ ଉପରେ ଉପସ୍ଥିତ ରହିଥିଲେ । ଅମୂଲ୍ୟ କୃଷ୍ଣ ଟୁଣ୍ଣାମେଣ୍ଟ ବହୁ ପୁରାତନ ଏହି ଟୁର୍ଣ୍ଣାମେଂଟଣ୍ଟରେ ରାଜ୍ୟ ଓ ରାଜ୍ୟ ବାହାରୁ ବିଭିନ୍ନ ଫୁଟବଲ ଟିମ୍ ଅଂଶଗ୍ରହଣ କରିଥିଲେ । ଯାଜପୁରରୋଡ଼ ଆଥଲେଟିକ ଆସୋସିଏସନ ସମଗ୍ର ଅଂଚଳରେ ଖେଳାଳିମାନଙ୍କୁ ଚୟନ କରିଥାଏ ବୋଲି ସଂପାଦକ ତାଙ୍କ ବିବରଣୀରେ କହିଥିଲେ । ଆଜି ଖେଳକୁ ପରିଚାଳନା କରିଥିଲେ ସୁକାନ୍ତ ମଲ୍ଲିକ, ଲକ୍ଷ୍ମଣଗାଗାରାଇ,ବୁଦ୍ଧିରାମପେରେଇ, ବିଜୟ ନାୟକ, ଅଲେଖମଲ୍ଲିକ, ଅଭିମନ୍ୟୁରାଉତ୍‌, କୈଳାସ ଜେନା, କୈଳାସ ରାଉତ୍‌,ଚନ୍ଦ୍ରମଣି ରାଉତ୍ ପ୍ରମୁଖ ସହଯୋଗ କରିଥିଲେ ।
 

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking