ଅଜାଣ ଛକରେ ଦାତବ୍ୟ ଚିକିତ୍ସା ଶିବିର

ଯାଜପୁର: ଯାଜପୁର ଜିଲ୍ଲା ବରୀ ବ୍ଲକ ଅଧିନ ଚଦନପୁର ପଂଚାୟତର ଅଜାଣ ଛକ ରେ ଆଜି ଠାରୁ ଦାତବ୍ୟ ହୋମିଓ ଚିକିତ୍ସା ଶିବିର ଆରମ୍ଭ ହୋଇଛି । ଅହିଂସା କ୍ଲିନିକ ବାଖରାବାଦ କଟକ ଆନୁକୂଲ୍ୟରେ ଏହି ଶିବିର ଆୟୋଜନ କରାଯାଇଛି ।  ଅବସର ପ୍ରାପ୍ତ ଡାକ୍ତର ଅକ୍ଷୟ କୁମାର ଦାସ ଉପସ୍ଥିତ ରହି ବନ୍ୟା ବିପନ୍ନଙ୍କୁ ହୋମିଓ ଚିକିତ୍ସା ମାଗଣାରେ କରୁଥିବା ଦେଖିବାକୁ ମିଳିଛି ।  ନଗେନ ମାହାନ୍ତି ,ଆଶିଷ କୁମାର ଶାନ୍ତି ,ପୂର୍ବତନ ସରପଞ୍ଚ ବିଜୟ କୁମାର ଦାସ ,ମାନଗୋବିନ୍ଦ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ଶିବିର ପରିଚାଳନାରେ ସହଯୋଗ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here