36.7 C
Bhubaneswar
Tuesday, April 16, 2024
Homeଓଡିଶାଯାଜପୁର, ବ୍ୟାସ ନଗର ସଟ୍ ଡାଉନ

ଯାଜପୁର, ବ୍ୟାସ ନଗର ସଟ୍ ଡାଉନ

ଯାଜପୁର: କଟକ, ଭଦ୍ରକ, ଦାନଗହିର ଓ ଭୁବନେଶ୍ୱର ପରେ ଏବେ ଯାଜପୁର, ଯାଜପୁର ରୋଡ୍‌, ଯାଜପୁର ଟାଉନ, ବ୍ୟାସନଗର ପୌରାଂଚଳ ଓ ଚଣ୍ଡିଖୋଲ, ପାଣିକୋଇଲି ପ୍ରଭୃତି ଅଂଚଳକୁ ଆଜି ରାତି ୮ଟାରୁ ୬ ତାରିଖ ଅର୍ଥାତ୍ ସୋମବାର ରାତି ୮ଟା ଯାଏଁ ସଟ୍ ଡାଉନ ଘୋଷଣା କରାଯାଇଛି । ଏହା ବ୍ୟତୀତ ସମସ୍ତ ବ୍ଲକ ମୁଖ୍ୟାଳୟ, ନେଉଳପୁର, ଚାରିନଙ୍ଗଳ, ସାଧବପୁର (କୋରେୟା)କୁ ବି ସଟ୍ ଡାଉନ କରାଯାଇଛି । ୪୮ ଘଂଟା ପାଇଁ ଯାଜପୁର ଜିଲ୍ଲାପାଳ ଏହି ସଟ୍ ଡାଉନ ଘୋଷଣା କରିଛନ୍ତି । ବ୍ରହ୍ମବରଦାରେ କରୋନା ପଜେଟିଭ ଚିହ୍ନଟ ପରେ ଜିଲ୍ଲାପାଳ ଏହି ନିଷ୍ପତି ନେଇଛନ୍ତି । ତେବେ ପୂର୍ବରୁ ବ୍ରହ୍ମବରଦାକୁ ସଟ୍ ଡାଉନ ଘୋଷଣା କରାଯାଇଛି ।

https://onakhabar.com/2020/04/04/puri-district-shut-down-danagahira/
 
 
 
 
 

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking