37.1 C
Bhubaneswar
Thursday, March 28, 2024
Homeଓଡିଶାହାଇଦ୍ରାବାଦ ରେ ଫସିଛନ୍ତି ଯାଜପୁର ଜିଲ୍ଲା ର 100 ରୁ ଉର୍ଦ୍ଧ ଶ୍ରମିକ !

ହାଇଦ୍ରାବାଦ ରେ ଫସିଛନ୍ତି ଯାଜପୁର ଜିଲ୍ଲା ର 100 ରୁ ଉର୍ଦ୍ଧ ଶ୍ରମିକ !

ଯାଜପୁର : ହାଇଦ୍ରାବାଦ ରେ 100ଜଣ ଓଡ଼ିଆ ଶ୍ରମିକ ଫସିଛନ୍ତି ରାସ୍ତା ରେ ଷ୍ଟେସନ ରେ ଭୋକ ଉପବାସ ଦିନ ବିତାଉଛନ୍ତି ! covid -19 ର ମୁକାବିଲା କରିବା ପାଇଁ ଦେଶ ସାରା ଲକ ଡାଉନ ହୋଇ ଥିବା ରୁ ସେମାନେ ONA କୁ ଏକ ଭିଡ଼ିଓ  ମାଧ୍ୟ୍ୟମ ରେ ଜଣାଇଛନ୍ତି !ସେମାନଙ୍କ ପାଖ ରେ ଯାହା ପଇସା ପତ୍ର ଥିଲା ସରିଯାଇଛି ଖାଇବା ପାଇଁ ହଇରାଣ ହେଉଛନ୍ତି, ସେମାନେ ଙ୍କ ମଧ୍ୟ୍ୟ ରୁ କୋରାଇ ବ୍ଲକ ଅନ୍ତର ଗତ ତାରାକୋଟ ଗ୍ରାମ ର ନଯିବୁର ରେହେମାନ, ଶେକ ମୋଜାଫର , ସେକ ସମଷେର, ଶେକ ତଲୀବ, ଚେମା, ଖଗେଶ୍ୱର ଯେନ ସେମାନେ ଫୋନ ମଧ୍ୟ୍ୟମ ରେ ବରିଷ୍ଠ କଂଗ୍ରେସ ନେତା ହରେକୃଷ୍ଣ ସାହୁ, ସରପଞ୍ଚ ପାର୍ବତୀ ଯେନା, ସମିତି ସଭ୍ୟ ଉମାକାନ୍ତ ଯେନା ଜଣାଇ ଛନ୍ତି !ଘର ଲୋକ ମଧ୍ୟ୍ ସରପଞ୍ଚ ଙ୍କ ଗୁହାରି କରି ଛନ୍ତି ଭିଡ଼ିଓ ମାଧ୍ୟ୍ୟ ମ ମୁଖ୍ୟମନ୍ତ୍ରୀ ଯାଜପୁର ସାଂସଦ, ଯାଜପୁର ବିଧାୟକ ଶ୍ରୀ ପ୍ରଣବ ପ୍ରକଶ ଦାସ, ସୁକିନ୍ଦା ବିଧାୟକ ପ୍ରିତିରଞ୍ଜନ ଘଡ଼ାଇ, କୋରାଇ ବିଧାୟକ ଅଶୋକ ବଳ ଅନିରୋଧ କରିଛନ୍ତି !

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking