ଯାଜପୁର : ଜିଲ୍ଲାର ବ୍ୟାସନଗର ରେ ବ୍ୟାସ ଦେବ ଙ୍କ ପୀଠ ରହିଛି l କେଉଁ ଆବl ହନ କାଳ ରୁ ବ୍ୟାସ ଦେବ ଙ୍କ ପୀଠ ରେ ଭୌମ ଏକାଦଶୀ ଠାରୁ ବ୍ୟାସସରୋବର ମେଳା ଅନୁଷ୍ଠିତ ହୋଇ ଆସୁଛିl ଆଜି ଭୌମ ଏକାଦଶୀ କୋବିଡ କଟକଣା ଯୋଗୁ ପୌର ପରିଷଦ ପକ୍ଷରୁ ନୀଡ଼l ମ୍ବର ପାଳନ କରାଯାଇଛି l ଶ୍ରଦ୍ଧାଳୁ ଙ୍କ ବିଶେଷ ଜନସମାଗମ ନାହିଁ ବ୍ୟାସ ଦେବ ଓ ସିଦ୍ଧ ମହାପୁରୁଷ ଙ୍କୁ ପୂଜା ଅର୍ଚନା କରା ଯାଇଛି l ଅଷ୍ଟପ୍ରହରୀ ନାମ ଯଂଜ୍ଞ ହେଉଛି l ଏହି ମେଳା 11ଦିନ ଧରି ଚାଲେ l ସଂlକୃତିକ କାର୍ଯ୍ୟକ୍ରମ ମନ ଅନୁଷ୍ଠିତ ହୋର ଥାଏ l ଏ ବର୍ଷ କୋବିଦ କଟକଣା ଯୋଗୁ ସବୁ ଫିକା ପଡିଛି ଆଜି ସକାଳୁ ଶ୍ରଦ୍ଧାଳୁ ମାନେ ଏହି ପୀଠ କୁ ଆସି ଗୁପ୍ତଗଙ୍ଗା ଜଳ ମୁଣ୍ଡ ରେ ସିଂଚନ କରି ବ୍ୟାସ ଦେବ ଓ ରଘୁଜୀ ଗୋସାଇଁ କୁ ପୂଜା ଅର୍ଚନା କରି ଥିଲେ ମେଳା ରେ ଦୋକାନ ବଜାର ଖୋଲିନାହିଁ ଏହି ପୀଠ ରେ ଥିବା ଆମ୍ବ ତୋଟା ଖାଁ ଖାଁ ଲାଗୁଚି କେବଳ କୋକିଳ ହଳଦୀ ବସନ୍ତ ରାବ ଶୁଭୁଚି l ଏହି ପୀଠ ପୌରାଣିକ ଓଅତିହାସିକ କିମ୍ବଦନ୍ତୀ ଆଧାର ରେ ବହୁ କଥା ମlନ ବର୍ଣିତ ରହିଛି l ଏହି ପୀଠ ଗୁପ୍ତ ଗଙ୍ଗା ବ୍ୟାସ ଦେବ ଙ୍କ ପ୍ରତିମୂର୍ତ୍ତି ରଘୁଜୀ ଗୋସାଇଁ ଙ୍କ ସମାଧି ଝରଣା ଓ ପ୍ରାକୃତିକ ଭାର ବନାନୀ ଭୌମ ଏକାଦଶୀ ରେ ଗୁପ୍ତ ଗଙ୍ଗା ପାଣି ମୁଣ୍ଡ ରେ ସିଞ୍ଚନ କରି ବ୍ୟାସ ଦେବ ରଘୁଜୀ ଗୋସାଇଁ ଙ୍କୁ ଦର୍ଶନ କଲେ ବହୁ ପୁନ୍ନ ମିଳି ଥାଏ ଏହି ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ପୀଠ କୁ ରାଜ୍ୟ ସରକାର ପର୍ଯ୍ୟଟନ ସ୍ଥଳୀ ମାନ୍ୟତା ଦେ ଇ ଥିଲେ ମଧ୍ୟ ବିଶେଷ ବିକାଶ ହୋଇ ପାରି ନାହଁ l 5ବର୍ଷ ଧରି ପୀଠ ର ବିକାଶ ପାଇଁ ମାଷ୍ଟରପ୍ଲାନ ରେ ସୀମିତ ରହିଛି l