27.1 C
Bhubaneswar
Thursday, April 25, 2024
Homeଓଡିଶାଡିଆରଡିଏ କାର୍ଯ୍ୟାଳୟରେ ଏକ ସ୍ୱତନ୍ତ୍ର ହେଲ୍ପ ଡେସ୍କ ଉଦଘାଟନ

ଡିଆରଡିଏ କାର୍ଯ୍ୟାଳୟରେ ଏକ ସ୍ୱତନ୍ତ୍ର ହେଲ୍ପ ଡେସ୍କ ଉଦଘାଟନ

ଯାଜପୁର: ରାଜ୍ୟରେ ପଂଚାୟତିରାଜ ବିଭାଗ କୁ ମୋ ସରକାର ଅଧିନକୁ ଅଣାଯାଇଛି । ଏହି ଅବସରରେ ଯାଜପୁର ଡିଆରଡିଏ କାର୍ଯ୍ୟାଳୟରେ ଏକ ସ୍ୱତନ୍ତ୍ର ହେଲ୍ପ ଡେସ୍କ ଖୋଲାଯାଇଛି । ଯାଜପୁର ଜିଲାପାଳ ରଂଜନ କୁମାର ଦାସ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରି ସାଧାରଣ ଲୋକଙ୍କ ପାଇଁ ଊତ୍ସର୍ଗ କରିଛନ୍ତି । ଏହି ହେଲ୍ପ ଡେସ୍କ ପଂଳରେ ସାଧାରଣ ଲୋକେ ସେମାନଙ୍କ ସେବା କୁ ସହଜରେ ପାଇପାରିବେ । କୌଣସି ପ୍ରକାର ଅସୁବିଧା ହେଲେ ସେମାନେ ଟୋଲ ପ୍ରିଂ ନମ୍ବରରେ ମିସ୍ କଲ କରିବାକୁ ମଧ୍ୟ ସୂଚନା ଦେଇଛନ୍ତି । ଏହି ଉତ୍ସବରେ ଡିଆରଡିଏ ପ୍ରକଳ୍ପ ନିର୍ଦ୍ଧେଶକ ଇନ୍ଦ୍ରମଣି ନାୟକଙ୍କ ସମେତ ବିଭିନ୍ନ ବ୍ଳକର ବିଡିଓ ମାନେ ଯୋଗ ଦେଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking