28.1 C
Bhubaneswar
Friday, March 29, 2024
Homeଓଡିଶାସରକାର ଙ୍କ ଅନ୍ଧା କାନୁନ ଅନ୍ଧ ଙ୍କୁ ଆଧାର କାର୍ଡ ରୁ  ବଞ୍ଚିତ

ସରକାର ଙ୍କ ଅନ୍ଧା କାନୁନ ଅନ୍ଧ ଙ୍କୁ ଆଧାର କାର୍ଡ ରୁ  ବଞ୍ଚିତ

ଯାଜପୁର : ରାଜ୍ୟ ଓ କେନ୍ଦ୍ର ସରକାର ଖାଉଟି କଲ୍ୟାଣ ଯୋଜନା ରେ ଗରିବ ଲୋକ ମାନଂକୁ ରେସନ କାର୍ଡ ମାଧ୍ୟମ ରେ ଚାଉଳ ଗହମ କିରୋସିନ ଅନ୍ୟାନ ସାମଗ୍ରୀ ଯୋଗାଇ ଦେଉଛନ୍ତି ! ଏହି ପାରି ଭିନ୍ନକ୍ଷମ ଅନ୍ଧ ଛୋଟା ଲୋକମାନ ଙ୍କୁ  ଭତା ଓ ଅନ୍ୟାୟ ଯୋଜନା ରେ ଅନ୍ତର୍ଭୁକ୍ତ କରିଛନ୍ତି l କିନ୍ତ ଯାଜପୁର ଜିଲ୍ଲା ର କୋରେଇ ବ୍ଲକ ରେ ଏହା ର ବ୍ୟତିକ୍ରମ ଘଟୁଛି l ଏହାର ଦୁଷ୍ଟନ୍ତ ଦେଖିବାକୁ ମିଳୁଛି ପୃଣ୍ଣଚନ୍ଦ୍ର ମାଲିକ ୭0ବର୍ଷ କ୍ଷେତ୍ର ରେ ସେ ଜନ୍ମ ରୁ ଅନ୍ଧ ତାଙ୍କ ର  ଗୁଣ୍ଠ ଠେ ନାହିଁ  l ପାଞ୍ଚ  ଥର ଆଧାର କାର୍ଡ ପାଇଁ ଫୋଟୋ ଉଠେଇ ଥିଲେ ମଧ୍ୟ ଆଧାର କାର୍ଡ ମିଳି ନାହିଁ l  ଅନ୍ଧ ହୋଇଥିବାରୁ କାର୍ଡ ହୋଇ ପାରୁହିଁ  ରେସନ କାର୍ଡ ରୁ ସେ ବଞ୍ଚିତ ଅଛନ୍ତି l ତାଙ୍କ ର ମଧ୍ୟ ଭିନ୍ନ ସେହି ପାରି ତାରାକୋଟ ଗ୍ରାମ ର ରଫାଟୁନ ନେସା, ଆସମା ଖାତୁନ, ଇସଲାମ ମହମ୍ମଦ, ଅସଗର ମହମ୍ମଦ, ପ୍ରକାଶ ସାହୁ, ମୁସ୍ତାକିମ, ନଶାରଉଦିନ, ମହମ୍ମଦ ମହସିମ, ସେକ  ଜଳଲଉଁଦିନ ପ୍ରମୂଖ ରେସନ କାର୍ଡ ଥିଲେ ମିଳୁନାହିଁ l ସେମାନେ ନାମ ଆଧାର ଲିଙ୍କ ହୋଇଛି ବାରମ୍ବାର ବିଡ଼ିଓ  ଓ ଜିଲ୍ଲା ପାଳ ଙ୍କୁ ଆଭିଯୋଗ କଲେ ସୁଫଳ ମିଳୁନାହିଁ !ଆଜି ବ୍ଲକ କାର୍ଯ୍ୟାଳୟ କୁ ଆସି ଥିଲେ କୋରେଇ ବ୍ଲକ ରେ ତାଲା ବନ୍ଦ ଥିବାରୁ ବିକ୍ଷୋଭ ସହ ସାପଲାଇ  ଇନିସ୍ପେକଟର ନିକଟରେ ଲିଖିତ ଅଭିଯୋଗ କରିଥିଲେ l ସପଲାଇ ଇନିସପେକେଟର ଙ୍କୁ ପଚାରି ରୁ  ଏହା ଉପରେ ତଦନ୍ତ କରାଯିବ  ଅନ୍ୟ ପକ୍ଷ ରେ କୁରୁପାଦ ର ବିମଳା ମାଲିକ, ଅରପୂର୍ଣ୍ଣ ସାହୁ ଓ ତାଳୁଙ୍ଗା ର ଜଣେ ୮0 ବର୍ଷ ବୃଦ୍ଧା ଙ୍କୁ ଭର୍ତ୍ତା ନ ମିଳିବାରୁ ବିଡ଼ିଓ ନିକଟରେ ଅଭିଯୋଗ କରିବା ଆସିଥିଲେ l କି ମହାମାରୀ କରୋନା ଭୟ ରେ      ବ୍ଲକ ଆଫିସ ରେ ମାସେ ରୁ ଉର୍ଦ୍ଧ ହେବ ଗେଟ ବନ୍ଦ କରିଦିଆଯାଇଛି !ଏହି ମହାମାରୀ କରୋନା ସହ ମୁକାବିଲା କରିବା ପାଇଁ  କେନ୍ଦ୍ର ଓ ରାଜ୍ୟ ସରକାର ଯୋଜନା ଉପରେ ଯୋଜନା କରୁଥିବାବେଳେ ତାହା ଲୋକଙ୍କ  ନିକଟରେ ଅପହଞ୍ଚ ହୋଇ  ରହିଛି !ଯଦି ଆଗାମୀ ଦିନ ରେ ଏହି ଗରିବ କଲ୍ୟାଣ ଯୋଜନା ଲୋକଙ୍କ ନିକଟରେ ନ ପହଁଚେ ସମାଜ ସେବୀ ମନୋଜ ଜେନା, ବିଦ୍ୟାଧର ମହାନ୍ତି ଓ ଅଭିମନ୍ୟୁ ମିଶ୍ର ଆନ୍ଦୋଳନ ସହ ରାଜ ରାସ୍ତା କୁ ଓଲ୍ହାଇ ବୋଲି ଚରମ ବାଣୀ ଶୁଣାଇଛନ୍ତି !
-ରିପୋର୍ଟ ଅଭିମନ୍ୟୁ ମିଶ୍ର 

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking