34.1 C
Bhubaneswar
Friday, March 29, 2024
Homeଓଡିଶାଜାତୀୟମାନବ ଅଧିକାର କମିସନର ନିକଟରେ ଦ୍ବରାସ୍ଥ ହେଲେ ନୀଳାଚଳ କର୍ମଚାରୀ ସଙ୍ଘ ଓ ମୃତକ ପକ୍ଷ...

ଜାତୀୟମାନବ ଅଧିକାର କମିସନର ନିକଟରେ ଦ୍ବରାସ୍ଥ ହେଲେ ନୀଳାଚଳ କର୍ମଚାରୀ ସଙ୍ଘ ଓ ମୃତକ ପକ୍ଷ ରୁ ମାନବ ଅଧିକାର କର୍ମୀ

ଯାଜପୁର : ଯାଜପୁର ଜିଲ୍ଲା ର କଳିଙ୍ଗ ନଗର ଶିଳ୍ପାଞ୍ଚଳ ରେ ଥିବା ନୀଳାଚଳ ଇସ୍ପାତ କାରଖାନା ରୁ କେନ୍ଦ୍ର ସରକାର ପୁଞ୍ଜି ପ୍ରତ୍ୟାହାର ଓ ଘରୋଇ କରଣ କରିବା ପାଇଁ ନିଷ୍ପତି ନେଇଚନ୍ତି !କାରଖାନା ର କ୍ଷତି ଦର୍ଶାଇ ଚାରି ମାସ ହେଲା କାରଖାନା କୁ ବନ୍ଦ କରିଦିଅ ଯାଇଛି !ଚାରି ମାସ ହେଲା କର୍ମଚାରୀ ଓ ଠିକା ଶ୍ରମିକ ମାନେ ଦରମା ପାଇଁ ନ ଥିବାରୁ ଆର୍ଥିକ ସଂକଟ ରେ ଗତି କରୁଛନ୍ତି !ଏବେ କରୋନା ମହାମାରୀ ଆତଙ୍କ ସାଙ୍ଗ କୁ ଆର୍ଥିକ ସମସ୍ୟା ମନସ୍ଥାପ ନ କାରଣ ମାନସିକ ଭାରସାମ୍ୟ ସହ ଚାରି ମାସ ର ବେତନ ପ୍ରଦାନ ନିମନ୍ତେ ନୀଳାଚଳ ଇସ୍ପାତ ନି କର୍ମଚାରୀ ସଙ୍ଘ ପକ୍ଷ ରୁ ସମ୍ପାଦକ ଶ୍ରୀ ଅଜିତ ପ୍ରଧାନ ଜାତୀୟ ମାନବ ଅଧିକାର ଅଧ୍ୟକ୍ଷ ଜଷ୍ଟିସ ଏଚ ଏଲ ଦାତ୍ତୁ ନିକଟରେ ଅନଲାଇନ ମଧ୍ୟମ ରେ କେଶ ନମ୍ବର ୭୭୪୮ ତା ୧୪. ୬ .୨0 ମାମଲା ରୁଜୁ କରିଛନ୍ତି |
ଅନ୍ୟ ପକ୍ଷ ରେ ଗତ କାଲି ନୀଳାଚଳ ଇସ୍ପାତ ନିଗମ ଶ୍ରମିକ କିଶୋର ଜେନା ମାନସିକ ଭରସ୍ୟାମ ହରାଇ ଆତ୍ମ ହତ୍ୟା କରିଛି ତା ପରିବାର କୁ ୫0ଲକ୍ଷ ଦାବି କରି ଭଜ ମୋହନ ବିଶ୍ୱାଳ ମୃତକ ଙ୍କ ପକ୍ଷ ରୁ କେଶ ନମ୍ବର ୭୮୭୩ ରୁ ତା୧୪. ୬.୨0 ରିଖ | ସୂଚନା ଯୋଗ୍ୟ ଯେ ନୀଳାଚଳ କାରଖାନା କୁ ଚାଲୁ କରିବା ପାଇଁ ଆନ୍ଦୋଳନ ଅଦ୍ୟାବଧି ଚାଲୁ ରହିଛି ! ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀକାନ୍ତ ଜେନା ଆଇଏନଟିୟୁସି ରାଜ୍ୟ ସଭାପତି ରାମଚନ୍ଦ୍ର ଖୁଣ୍ଟିଆ ଓ ଉପସଭାପତି ବିଦ୍ୟାଧର ମହାନ୍ତି ଓ ଅନ୍ୟାନ୍ୟ ଶ୍ରିମକ ସଂଘ ନେତା ମାନେ ସମର୍ଥନ ଜଣାଇ ଥିଲେ ନିକଟରେ ସ୍ଥାନୀୟ ବିଧାୟକ ପ୍ରୀତି ରଞ୍ଜନ ଘଡ଼ାଇ ଜିଲ୍ଲା ପାଳ ରଞ୍ଜନ କୁମାର ଦାସ କଳିଙ୍ଗ ନଗର ଅତିରିକ୍ତ ଜିଲ୍ଲା ପାଳ ସନ୍ତୋଷ କୁମାର ମିଶ୍ର ଓ ନୀଳାଚଳ କାରଖାନା କର୍ତ୍ତୃପକ୍ଷ ସହ କର୍ମଚାରୀ ଙ୍କୁ ୧ ମାସ ଦରମା ଦେବା ପାଇଁ ନିଷ୍ପତି ହୋଇ ଥିଲା ଏ ସମ୍ପର୍କ ରେ ଜିଲ୍ଲା ପାଳ ଏମଏମଟିସି ଚିଠି ନମ୍ବର ୧୬/୧୪ ତା ୧0.୬. ୨0 ରିଖ ଦେଇ ଥିଲେ !କିନ୍ତୁ ଏମଏମଟିସି ସିଜିଏମ ଶ୍ରୀ ଅଶ୍ୱିନୀ କପୁର ଙ୍କ ସନ୍ତୋଷ ଜନକ ଉତ୍ତର ଦେଇ ନ ଥିଲେ !

ଶ୍ରମିକ ନେତା ଶ୍ରୀ ବିଦ୍ୟାଧର ମହାନ୍ତି ଏକ ପ୍ରେସ ମିଟ ରେ କହିଛନ୍ତି ଯଦି ଆଗାମୀ ଦିନ ରେ ନୀଳାଚଳ ଇସ୍ପାତ ନିଗମ ର କର୍ମଚାରୀ ଓ ଶ୍ରମିକ ମାନଙ୍କ ଦାବି ନ ପୂରଣ ନ ହେଲେ କେନ୍ଦ୍ର ସରକାର ଙ୍କ ବିରୁଦ୍ଧ ରେ ଆନ୍ଦୋଳନ ଜୋରଦାର ହେବ ବୋଲି ସୂଚନା ସହ ଓଏନଏ କୁ ଶ୍ରୀ ମହାନ୍ତି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଯାଜପୁର ଜିଲ୍ଲା ରେ ସମସ୍ତ କାର୍ଯ୍ୟ କ୍ରମ କୁ ଆଗାମୀ ଦିନ ଘୋର ବିରୋଧ କରାଯିବ !
-ରିପୋର୍ଟ ଅଭିମନ୍ୟୁ ମିଶ୍ର

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking