35.1 C
Bhubaneswar
Tuesday, April 23, 2024
Homeଓଡିଶାଗୁରୁତର ଅସୁସ୍ଥ ଥିବା ଅଚିହ୍ନା ବୃଦ୍ଧଙ୍କ ପରିଚୟ ମିଳିପାରୁନି

ଗୁରୁତର ଅସୁସ୍ଥ ଥିବା ଅଚିହ୍ନା ବୃଦ୍ଧଙ୍କ ପରିଚୟ ମିଳିପାରୁନି

ଯାଜପୁର : ଏହି ଅଚିହ୍ନା ମସ୍ତିଷ୍କ ବିକୃତ ବୃଦ୍ଧ ଲୋକଟି ମାର୍କେଟ ରେ ବୁଲି ବୁଲି ଭିକ୍ଷା ବୃତ୍ତି କରି  ଦୋକାନୀ ମାନେ  ଯାହା ଦେଉଥିଲେ  ଖାଇ ବଞ୍ଚି ଯାଉଥିଲେ | କିନ୍ତୁ ମହାମାରୀ କରୋନା ଲକଡାଉନ ପ୍ରଭାବ ରେ ଦୋକାନ ବଜାର ବନ୍ଦ ହେଇଯିବାରୁ  ଖାଦ୍ୟ ଅଭାବରୁ ଭୋକିଲା ପେଟରେ କିଛିଦିନ ରାସ୍ତା କଡରେ ଅଚେତ ହୋଇ  ପଡ଼ିଥିଲେ | ତାଙ୍କର କେହି ନାହାନ୍ତି  ତାଙ୍କୁ  108 ଯୋଗେ ପ୍ରଥମେ ଯାଜପୁର ରୋଡ଼ ମେଡ଼ିକାଲ ଆଣି ଛାଡି ଯିବାପରେ  “କ୍ଲବ ଦି ୟୁଥମାସ ” ର ସମ୍ପାଦକ ରାଜେଶ କୁମାର ରାଉତ, ମେଡ଼ିକାଲ ରେ ଅଡିମିଶନ କରି ଆବଶ୍ୟକୀୟ ମେଡ଼ିସିନ, ଖାଦ୍ୟ ,ଜୁସ ଆଦି ତିନିଦିନ ଦେବା ପରେ  ବୃଦ୍ଧ ଜଣଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଅଧିକ ଗୁରୁତର ହୋଇପଡିଲା |କିନ୍ତୁ ଦୁଇଦିନ ତାଙ୍କର ପରିବାର ଲୋକ କେହି ନଆସିବାରୁ ରାଜେଶ ଡାକ୍ତର ଙ୍କ ନିର୍ଦେଶ କ୍ରମେ  108 ଯୋଗେ କଟକ ବଡ଼ ମେଡ଼ିକାଲ କୁ ପଠାଯାଇଛି | ,ଏହି ସେବା କାର୍ଯ୍ୟ ରେ  ସହଯୋଗ ର ହାତ ବଢାଇଥିଲେ  ଷ୍ଟାଫ ନର୍ସ ଶାନ୍ତିଲତା ବିଶ୍ୱାଳ,ସନ୍ଦୀପ ପରିଡା,ରଘୁନାଥ ଦାସ,କାନହୁ ମୁଖୀ,ବାଦଲ ମୁଖୀ,ବିଦ୍ୟାଧର ମୁଖୀ,ଗଣେଶ ରାଉତ,ଶାନ୍ତି ମୁଖୀ ଯଦି କେହି ସହ ହୃଦୟ ବ୍ୟକ୍ତି ଏହି ମାଉସୀଙ୍କ ପରିଚୟ ଜାଣନ୍ତି ତାହେଲେ ତାଙ୍କ ପରିବାର ଲୋକଙ୍କୁ କଟକ ମେଡିକଲ ପଠାଇବାକୁ ଅନୁରୋଧ କରିଛନ୍ତି ।ବୃଦ୍ଧ ଲୋକଟି ମାର୍କେଟ ରେ ବୁଲି ବୁଲି ଭିକ୍ଷା ବୃତ୍ତି କରି  ଦୋକାନୀ ମାନେ  ଯାହା ଦେଉଥିଲେ  ଖାଇ ବଞ୍ଚି ଯାଉଥିଲେ |

କିନ୍ତୁ ମହାମାରୀ କରୋନା ଲକଡାଉନ ପ୍ରଭାବ ରେ ଦୋକାନ ବଜାର ବନ୍ଦ ହେଇଯିବାରୁ  ଖାଦ୍ୟ ଅଭାବରୁ ଭୋକିଲା ପେଟରେ କିଛିଦିନ ରାସ୍ତା କଡରେ ଅଚେତ ହୋଇ  ପଡ଼ିଥିଲେ | ତାଙ୍କର କେହି ନାହାନ୍ତି  ତାଙ୍କୁ  108 ଯୋଗେ ପ୍ରଥମେ ଯାଜପୁର ରୋଡ଼ ମେଡ଼ିକାଲ ଆଣି ଛାଡି ଯିବାପରେ  “କ୍ଲବ ଦି ୟୁଥମାସ ” ର ସମ୍ପାଦକ ରାଜେଶ କୁମାର ରାଉତ, ମେଡ଼ିକାଲ ରେ ଅଡିମିଶନ କରି ଆବଶ୍ୟକୀୟ ମେଡ଼ିସିନ, ଖାଦ୍ୟ ,ଜୁସ ଆଦି ତିନିଦିନ ଦେଇଥିଲେ |  ବୃଦ୍ଧ ଜଣଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଅଧିକ ଗୁରୁତର ହୋଇପଡିଲା | କିନ୍ତୁ ଦୁଇଦିନ ତାଙ୍କର ପରିବାର ଲୋକ କେହି ନଆସିବାରୁ ଡାକ୍ତର ଙ୍କ ନିର୍ଦେଶ କ୍ରମେ  108 ଯୋଗେ କଟକ ବଡ଼ ମେଡ଼ିକାଲ କୁ ପଠାଯାଇଛି |  ଏହି ସେବା କାର୍ଯ୍ୟ ରେ  ସହଯୋଗ ର ହାତ ବଢାଇଥିଲେ  ଷ୍ଟାଫ ନର୍ସ ଶାନ୍ତିଲତା ବିଶ୍ୱାଳ,ସନ୍ଦୀପ ପରିଡା,ରଘୁନାଥ ଦାସ,କାନହୁ ମୁଖୀ,ବାଦଲ ମୁଖୀ,ବିଦ୍ୟାଧର ମୁଖୀ,ଗଣେଶ ରାଉତ,ଶାନ୍ତି ମୁଖୀ ପ୍ରମୁଖ | ମସ୍ତିଷ୍କ ବିକୃତ ଥିବାରୁ ବୃଦ୍ଧ ଜଣଙ୍କ ନିଜ ସମ୍ପର୍କରେ କିଛି କହିପାରୁନାହାନ୍ତି | ଏଣୁ ଯଦି କେହି ସହ ହୃଦୟ ବ୍ୟକ୍ତି ଏହି ବୃଦ୍ଧଙ୍କର ପରିଚୟ ଜାଣନ୍ତି ତାହେଲେ ତାଙ୍କ ପରିବାର ଲୋକଙ୍କୁ କଟକ ମେଡିକଲ ପଠାଇବାକୁ ଅନୁରୋଧ କରିଛନ୍ତି ।
 

  ବାକିଆ ପାଉଣା ଓ ନୋ ୱାର୍କ ନୋ ପେ କୁ ପ୍ରତ୍ୟାହାର କରିବା ଦାବିରେ ଶ୍ରମିକ ମାନଙ୍କ ରାଜ ରାସ୍ତା ଅବରୋଧ

 
 

ଯାଜପୁର : ଜିଲ୍ଲାର କଳିଙ୍ଗନଗର ମେସ୍କୋ କାରଖନା ରେ ଥିବା ସ୍ଥାଇ କର୍ମଚାରୀ ଓ ଠିକା କର୍ମଚାରୀ ମାନେ ଆଜି ମେସ୍କୋ ଗେଟ ସମୁଖରେ ଯାଇଥିବା ଡୁବୁରି ଯାଜପୁର ରୋଡ ରାସ୍ତାକୁ ଅବରୋଧ କରିଥିଲେ I ଓ ସେମାନଙ୍କର ଦାବିଥିଲା ନୋ ୱାର୍କ ନୋ ପେ କୁ ପ୍ରତ୍ୟାହାର କରନ୍ତୁ ଓ 6 ମାସର ବକିୟା ପାଉଣା ଦିଆଯାଉ ଆଜି ଏହିସବୁ ଅସୁବିଧା ପାଇଁ ଜିଲା ପ୍ରଶାସନ ଓ ମେସ୍କୋ ମାନେଜମେଣ୍ଟ ଦାୟୀ ବୋଲି କଳିଙ୍ଗନଗର ମଜଦୁର ଯୁନିଅନ ର ସାଧାରଣ ସମ୍ପାଦକ କହିଛନ୍ତି ଯେଉଁ ପର୍ଯ୍ୟନ୍ତ ଏହିସବୁ ସମସ୍ୟାର ସମାଧାନ ନ ହୋଇଛି ଆନ୍ଦୋଳନ ଚାଲୁ ରହିବ I ଏହି ରାସ୍ତା ଅବରୋଦ ଯୋଗୁ ବାକି ପ୍ଳାଣ୍ଟ ଗୁଡିକର ଶ୍ରମିଜ ଓ ସାଧାରଣ ଜନତା ବହୁ ଅସୁବିଧାର ସମୁଖୀନ ହୋଇଥିଲେ ଓ ସମସ୍ତ ଯାନବାହାନ ଚାଳଚଳ ଠପ ହୋଇଥିଲା I
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking