*ବିଞ୍ଝାରପୁର ବ୍ଲକ ବରପଦା ପଞ୍ଚାୟତରେ ମୃତ ଚାଷୀ ରମାକାନ୍ତ ମଳିକ ଙ୍କ ଘରେ ରାଜ୍ୟ ସ୍ତରୀୟ କଂଗ୍ରେସ ନେତା*

ଯାଜପୁର-ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକଙ୍କ ନିର୍ଦ୍ଧେଶ କ୍ରମେ ବରିଷ୍ଠ କଂଗ୍ରେସ ନେତା ତଥା ପ୍ରାକ୍ତନ ମନ୍ତ୍ରୀ ଶ୍ରୀଯୁକ୍ତ ଗଣେଶ୍ୱର ବେହେରାଙ୍କ ନେତୃତ୍ୱରେ କମିଟିର ସଦସ୍ୟ ରାଜ୍ୟ କଂଗ୍ରେସ ସୋସିଆଲ ମେଡିଆର ଅଧକ୍ଷ ଶ୍ରୀଯୁକ୍ତ ଅଭିଷେକ ମହାନନ୍ଦ,ରାଜ୍ୟ କିଷାନ ସେଲର ଅଧକ୍ଷ ଶ୍ରୀଯୁକ୍ତ ଅମୀୟ ପଟ୍ଟନାୟକ ପ୍ରାକ୍ତନ ମୁଖପାତ୍ର ତଥା ସମ୍ପାଦକ ଶ୍ରୀଯୁକ୍ତ ପଦ୍ମାକର ଗୁରୁ ରାଜ୍ୟ କଂଗ୍ରେସର ପ୍ରାକ୍ତନ ମେଡିଆ ପ୍ୟାନେଲିଷ୍ଟ ନରେଶ ମହାନ୍ତି ପ୍ରାକ୍ତନ ରାଜ୍ୟ କଂଗ୍ରେସ ର ଭାସ୍କର ଚନ୍ଦ୍ର ମହାନ୍ତି, ଯାଜପୁର ପୌର ପରିଷଦ ର ପ୍ରାକ୍ତନ ଅଧକ୍ଷ ଶ୍ରୀଯୁକ୍ତ ଆଲୋକ ବେହେରା,ସାଗର ପରିଡ଼ା ଜରୀ ଗ୍ରା:ପ ର ସମିତିସଭ୍ୟ ଶ୍ରୀଯୁକ୍ତ ଭୁବନାନାଦ ସାମଲ ଓ ପ୍ରାକ୍ତନ ସମିତିସଭ୍ୟ ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ ପାତ୍ର,

କଏଣା ରଘୁନାଥ ପୁରର ପ୍ରାକ୍ତନ ସରପଞ୍ଚ ଶ୍ରୀଯୁକ୍ତ କୁଞ୍ଜ ବେହେରା, ଜିଲ୍ଲା କଂଗ୍ରେସର ପ୍ରାକ୍ତନ ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ସଂଗ୍ରାମ ଜେନା, ରାଜ୍ୟ ଯୁବ କଂଗ୍ରେସ ର ପ୍ରାକ୍ତନ ସାଧାରଣ ସମ୍ପାଦକ ସନ୍ତୋଷ କୁମାର ବେହେରା, ସାଗର ରଞ୍ଜନ ପରିଡ଼ା, ଅଣ ସଙ୍ଗଠିତ ଶ୍ରମିକ କଂଗ୍ରେସ ବିଞ୍ଝାରପୁର ମଣ୍ଡଳ ସଭାପତି ଶ୍ରୀଯୁକ୍ତ ବିଜୟ କୁମାର ଦାସ ଓ ସଂଯୋଜକ ଶ୍ରୀଯୁକ୍ତ ସୀମାନ୍ତ କୁମାର ପାତ୍ର,ସୁଦାମ ଚରଣ ସାମଲ,ନାରଦ ମଳିକ, ସରୋଜ କୁମାର ନାୟକ, ଧନେଶ୍ୱର ସାମଲ, ନାରଣ ମଳିକ, ପ୍ରକାଶ କୁମାର ଦାସ, ପ୍ରସନ୍ନ କୁମାର ନାୟକ,ସମେତ ମୃତ ଚାଷୀ ରମାକାନ୍ତ ମଳିକ ଙ୍କ ପରିବାର ବର୍ଗଙ୍କୁ ସାକ୍ଷାତ କରି ଗଭୀର ଶୋକ ପ୍ରକାଶ କରିବା ସହିତ ୧୨.୦୦୦ ଟଙ୍କା ଆର୍ଥିକ ସହାୟତା ପିସିସି ପକ୍ଷରୁ ପ୍ରଦାନ କରାଗଲା।

LEAVE A REPLY

Please enter your comment!
Please enter your name here