26.1 C
Bhubaneswar
Friday, March 29, 2024
Homeଓଡିଶା55 ଦିନ ଲଗ ଡାଉନ ପରେ ପଦାକୁ ବାହାରିଲେ ବିଧାୟକ

55 ଦିନ ଲଗ ଡାଉନ ପରେ ପଦାକୁ ବାହାରିଲେ ବିଧାୟକ

 ଯାଜପୁର : ଜିଲ୍ଲାରେ ମହାମାରି ଯୋଗୁ  ଲଗ ଡାଉନ ବଳ ବରତ ରହିଅଛି । ଲୋକ ମାନଙ୍କ ବିଭିନ୍ନ ସମସ୍ୟା ରହିଛି । ଦିନ ମଜୂରିଆ, ସାଧାରଣ ବ୍ୟକ୍ତି ମାନେ କାମ ନ ପାଇ ଭୋକ ଉପାସ ରେ ସଢୁଛନ୍ତି । ବାଣିଜ୍ୟ ସଂସ୍ଥା ଗୁଡ଼ିକ ବନ୍ଦ  ହେବା ଫଳରେ ସେମାନଙ୍କ ଆର୍ଥିକ ପରିସ୍ଥିତି ଦିନ କୁ ଦିନ ଗୁରୁତ୍ଵର ହେଉଛି ।ସରକାର କଂ ପକ୍ଷରୁ ଯେଉଁ ଖାଦ୍ୟ ଯୋଗାଇ ଦିଆଯାଉଛି ତହା ସମୁଦ୍ର  କୁ ସଂଖେ ।  ବିଶେଷ କରି ସମଜୀବି ମାନଙ୍କ ଅବସ୍ଥା ଦିନ କୁ ଦିନ ଗୁରୁତ୍ଵର ହେଉଛି ।ଢୋକେ ପିଇ ଦେଣ୍ଡ ବଚୁଛନ୍ତି । ସରକାର ଙ୍କ ଯୋଯନା ତାଙ୍କ ପାଖରେ ଠିକ୍ ଭାବରେ ପହଞ୍ଚି ପାରୁନାହିଁ ।ସରପଞ୍ଚ ମାନଙ୍କୁ ସରକାର ଜିଲ୍ଳାପାଳ ଖମତା ମୁଖ୍ୟମନ୍ତ୍ରୀ ଦେଇଛନ୍ତି । ବିଧାୟକ ମାନେ ଦୁଃଖ ସମୟରେ ଘରେ ରହି ମଧ୍ୟ ଆସୁନଥିବା ଦେଖାଯାଉଛି । ଲୋକଙ୍କ ସମସ୍ୟା କୁ ପ୍ରଶାସନ ଓ ସରକାର ଠିକ୍ ଭାବରେ ପହଞ୍ଚି ପାରୁନାହିଁ । ଶ୍ରମିକ  ନେତା ବିଦ୍ୟାଧର ମହାନ୍ତି ଏହି କଥା ଓନେଏ ରେ କହିବା ଫଳରେ ବିଧାୟକ ମାନେ ଏବେ ଲୋକଙ୍କ ନିକଟକୁ ଆସୁଛନ୍ତି । କେବଳ ଜିଲ୍ଲା ପ୍ରଶାସନ ବ୍ଲକ ଅଫିସ୍‌ରେ ବସି ତଦାରଖ କରୁଛନ୍ତି । ଶ୍ରମିକ ମାନଙ୍କ  ଯୋଯନା ର ଅର୍ଥରାଶି ଅଧିକାଂଶ ଶ୍ରମିକ ପାଇ ନାହାନ୍ତି । ଯାଜପୁର ଜିଲ୍ଲାରେ କୋରନା ଭଳି ଭୂତାଣୁ ଦିନ କୁ ଦିନ ଗୁରୁତ୍ଵର ହେଉଛି ।  ପଶ୍ଚିମ ବଙ୍ଗ,  ସୁରାଟ ରୁ ଶ୍ରମିକ ମାନେ ଫେରି କୋରନା ରୋଗ କୁ ଦୁଇ ଗୁଣ କରୁଛନ୍ତି । ଅନେକ ଲୋକ କୋରନ୍ଟାଈନ୍ର ରେ ରହି ଘର ଲୋକଙ୍କ ସହିତ ସମର୍ପିକ ରଖୁଛନ୍ତି । ଫଳରେ କୋରନା ରୋଗ ବଢିବା ବାରେ ଲାଗିଛି । ଆଜି ରାତି ସୁରାଟ ରୁ ଏହି  ଜିଲ୍ଲା କୁ ——- ଶ୍ରମିକ ଆସୁଛନ୍ତି । ଏଥିପାଇଁ ଜିଲ୍ଲାରେ ପଶାସନ ତରଫରୁ ଯାଜପୁର ରେଳ ଷ୍ଟେସନ ରେଳ ବାଇ ତରଫରୁ ମକଡ୍ରିଲ୍ ଓ ଅସ୍ଥାୟୀ  ଶିବିର ମାନ ଖୋଲା ଯାଇଅଛି । ଏହି ମାନେ ନାମ ରେଜିଷ୍ଟ୍ରେସନ କରି ଯାଜପୁର ଜିଲ୍ଲାର ର ବିଭିନ୍ନ ପଂଚାଆତ ଓ ପଡୋଶୀ ଜିଲ୍ଲା କୁ ଯିବା ର ବ୍ୟବସ୍ଥା କରାଯାଇଛି । ଆଜି  ଜିଲ୍ଲା ପାଳ ରଞ୍ଜନ କୁମାର ଦାସ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ  ସନ୍ତୋଷ ସେଠୀ, କଳିଙ୍ଗ ନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର ,
ଡାକ୍ତରୀ ଦଳ ଡାକ୍ତରୀ ଦଳ ଡାକ୍ତରୀ ଦଳ ଷ୍ଟେସନ କୁ ଆସି ପରିଦର୍ଶନ କରି ବିଭିନ୍ନ ଅସ୍ଥାୟୀ ଶିବିର ଗୁଡିକ ଶ୍ରମିକ ମାନଙ୍କ ପାଇଁ ଉପଯୁକ୍ତ ଥିବା ତନଖି କରିଛନ୍ତି । ପୋଲିସ୍ ବବସ୍ଥା ମୁତୟନ କରାଯାଇଛି ଅନ୍ୟ ପକ୍ଷରେ ଧର୍ମଶାଳା ବ୍ଲକ ରେ କୋରନା ପରିସ୍ଥିତି ଅନୁଧ୍ୟାନ କରିଥିଲେ । କୋରେଇ ବିଧାୟକ ଅଶୋକ ବଳ ଗତ କାଲି ଠାରୁ ତାଙ୍କ ର ଦେଖିବାକୁ ମିଳିଛି । ସୁକିଦା ବିଧାୟକ ଭିଡିଓ କନଫରେନ୍ସ ମାଧ୍ୟମରେ ସମୀକ୍ଷା କରୁଛନ୍ତି । ସମଜୀବି ମାନଙ୍କୁ ନିଜ ତରଫରୁ ସରପଞ୍ଚ ଓ ସମିତି ସଭ୍ୟ ଜରିଆରେ ଖାଦ୍ୟ ବଣ୍ଟନ କରୁଥିବା ବେଳେ କୋରାଇ ବିଧାୟକ ଯାଜପୁର ରୋଡ ରେ ବୁଲୁଛନ୍ତି । ଯାଜପୁର ବିଧାୟକ ଓ ବରୀ ବିଧାୟକା ଲୋକ ମାନଙ୍କ ପାଖକୁ ଯାଇ ସମଝାଯା ବୁଝୁଛନ୍ତି ଓ ଖାଦ୍ୟ ବଣ୍ଟନ କରୁଥିବା ର ଲକ୍ଷ୍ୟ କରାଯାଉଛି ।
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking