34.1 C
Bhubaneswar
Friday, March 29, 2024
Homeଅପରାଧବ୍ୟାସନଗର ତହସିଲ ପକ୍ଷ ରୁ ୯ ଟି ଚୋରା ଗାଡି ଜବତ

ବ୍ୟାସନଗର ତହସିଲ ପକ୍ଷ ରୁ ୯ ଟି ଚୋରା ଗାଡି ଜବତ

ଯାଜପୁର : ବ୍ୟାସନଗର ତହସିଲ ପକ୍ଷ ରୁ ବିଭିନ୍ନ ସ୍ଥାନ ରେ ବ୍ୟାପକ ଚଢ଼ାଉ କରାଯାଇଛି !ଏହି ଚଢ଼ାଉ ରେ ବ୍ୟାସନଗର ତହସିଲଦାର ଶରତ ଚନ୍ଦ୍ର ମହାପାତ୍ର ସାମିଲ ହୋଇ ବହୁ ଚୋରା ବାଲି ଗାଡି ଜବତ କରିଥିଲେ !
ମିଳିଥିବା ସୂଚନା ମୁତାବକ ଗତ ମଙ୍ଗଳବାର ରାତି ରେ ମୂଳାପାଳ ଅଂଚଳ ରେ ଚଢ଼ାଉ କରି ଆଠୋଟି ହାଇୱା ଯଥା OD 23.A7189, OD22M8850, ODJ5682, OD22F7282, OD22G3182, OD22H1633, OD04H5882, D22K2767କୁ ଜବତ କରି ପାଣିକୋଇଲି ଥାନା ରେ ଜିମା ଦେଇ ଥିଲେ !ସେହିପରି ବୁଧୁବାର ସକାଳେ ତହସିଲଦାର ବରୁଣ୍ଡାଇ ଅଂଚଳ ରେ ଏକ ବାଲି ବୋଝଇ ଡମ୍ଫର OR16C7729 କୁ ଜବତ କରି କୋରାଇ ପୋଲିସ କୁ ଜିମା ଦେଇଥିଲେ !

 

ଦରମା ପାଇଁ  ଜିଲ୍ଲାପାଳଙ୍କ ବାସଭବନ ସମ୍ମୁଖରେ  ଧାରଣା

ଯାଜପୁର  : ଦରମା ପାଇଁ ଯାଜପୁର ଜିଲ୍ଲାପାଳଙ୍କ ବାସଭବନ ସମ୍ମୁଖରେ  ନୀଳାଚଳ ବଞ୍ଚାଓ ମିଳିତ ମଞ୍ଚ ତରଫରୁ ସାମାଜିକ ଦୁରତ୍ୱ ରଖି ଧାରଣା ।ଶେଷରେ ଜିଲ୍ଲାପାଳ ଓ  ଜିଲ୍ଲା ପୋଲିସ ସୁପରିଟେଣ୍ଡେଣ୍ଟଙ୍କ ସହ ଆଲୋଚନା ଏବଂ ତୁରନ୍ତ ଦରମା ମିଳିବା ପାଇଁ ଲେବର ଅଫିସର ମାଧ୍ୟମରେ ନୀଳାଚଳ କର୍ତ୍ତୃପକ୍ଷଙ୍କ ଉପରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ପାଇଁ  ଜିଲ୍ଲାପାଳଙ୍କ ପ୍ରତିଶ୍ରୁତି । 2 କିମ୍ବା 3ଦିନ ମଧ୍ୟରେ  ଦରମା ନମିଳିଲେ ଜରୁରୀକାଳୀନ ନୋଟିସ ଦିଆଯାଇ ସମସ୍ତ କର୍ମଚାରୀ ସାମାଜିକ ଦୁରତ୍ୱ ରଖି ନୀଳାଚଳ ହାଉସରେ ଧାରଣା ଦେବେ ବୋଲି ଜିଲ୍ଲାପାଳଙ୍କୁ ମିଳିତ ମଞ୍ଚ ତରଫରୁ ଅବଗତ କରାଯାଇଛି ।
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking