28.1 C
Bhubaneswar
Friday, March 29, 2024
Homeଓଡିଶାକୋରେଇ ଅଞ୍ଚଳ ର ପ୍ରବୀଣ ଜନନେତା ଓ ସମାଜ ସେବୀ ଙ୍କ କରୋନା ରେ ପରଲୋକ

କୋରେଇ ଅଞ୍ଚଳ ର ପ୍ରବୀଣ ଜନନେତା ଓ ସମାଜ ସେବୀ ଙ୍କ କରୋନା ରେ ପରଲୋକ

ଯାଜପୁର : ଜିଲ୍ଲାର କୋରାଇ ବ୍ଲକ୍ ର ଜଣା ଶୁଣା ରାଜ ନେତ। ଓ ସମାଜ ସେବୀ କୋରାଇ ଷ୍ଟେସନ୍ ବଜାର ଅନ୍ୟ ତମ ବିନ୍ଧାଣି ନନ୍ଦ ନନ୍ଦନ ରାଉତ ଙ୍କ କରୋନ। ରୋଗ ରେ ଆକ୍ରାନ୍ତ ହୋଇ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ୭୨ ବର୍ଷ ହୋଇ ଥିଲା ତାଙ୍କ ର ମୃତୁ ଖବର ପ୍ରଚାରିତ ହେଲା ପରେ ସମଗ୍ର କୋରେଇ ଅଞ୍ଚଳ ସ୍ତବଦ ହୋଇ ଯାଇ ଥିଲା lଓ ଶୋକ ର ଛାୟା ଖେଳି ଯାଇଛି।

ସେ କଂଗ୍ରେସ ଦଳର ବହୁପଦ ପଦୀ ର ଅଧିକାରୀ ଥିଲେ ପରେ ବି ଜେ ଡି ରେ ଯୋଗ ଦେଇଥିଲେ। ସେ ଜଣେ ସ୍ପଟ୍ ବାଦି ପରୋ ଉପକାରୀ ଥିଲେ। ବିଭିନ୍ନ ଧର୍ମ ଅନୁଷ୍ଠାନ ଓ ସାମାଜିକ ଅନଷ୍ଠାନ ସହ ସଂଶ୍ଳିଷ୍ଟ ଥିଲେ। ତାଙ୍କ ନିକଟରେ ପର ଆପଣା ଭେଦ ଭାବ ନଥିଲା।। ସେ କୋବି ଦି ଯୁଦ୍ଧ ରେ ହ। ରିଯାଇଛନ୍ତି। ଷ୍ଟେସନ୍ ବାଜର ମୂରବୀ ଥିଲେ ଷ୍ଟେସନ୍ ବଜାର ଝୁରୁଛି। ତାଙ୍କ ର ମୃତୁ ଖବର ପାଇ ପୂର୍ବ ତନ ଅର୍ଥ ମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡେଇ, ସୁକିନ୍ଦା ବିଧାୟକ ଇଂ ପ୍ରୀତି ରଞ୍ଜନ ଘଡେଇ, ପୂର୍ବ ତନ ବିଧାୟକ ତଥା ଅlନ୍ତ୍ରଜାତୀୟ ଶ୍ରମିକ ନେତା ରାମଚନ୍ଦ୍ର ଖୁଣ୍ଟିଆ, ସମାଜ ସେବୀ ପ୍ରଫୁଲ୍ଲ କୁମାର ବୋଇତ। ଇ ଶ୍ରମିକ ନେତା ବିଦ୍ୟା ଧର ମହାନ୍ତି ବହୁ ରାଜ ନେତା ସରପଞ୍ଚ ଓ ସମାଜ ସେବୀ ଦୁଃଖ ପ୍ରକାଶ କରିବା ସଙ୍ଗେ ତାଙ୍କ ରଆତ୍ମ। ର ସଦଗତି ପାଇଁଭଗବାନ ନିକଟ ପ୍ରାର୍ଥନା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking