29.1 C
Bhubaneswar
Thursday, April 25, 2024
Homeକରୋନା ଓଡିଶାକରୋନା ଦ୍ୱିତୀୟ ଲହର ରୁ ରକ୍ଷା ପାଇଁ ବା ପାଇଁ ନିହାର ଢଙ୍ଗ ଗୀତବୋଲି ଜଗନ୍ନାଥ...

କରୋନା ଦ୍ୱିତୀୟ ଲହର ରୁ ରକ୍ଷା ପାଇଁ ବା ପାଇଁ ନିହାର ଢଙ୍ଗ ଗୀତବୋଲି ଜଗନ୍ନାଥ କୁ ଗୁହାରି କରି ସଚେତନତା କଲେ କୋରେଇ ଥାନା ଅଧିକାରୀ 

 

ଯାଜପୁର : ଯାଜପୁର ଜିଲ୍ଲା ରେ କରୋନା ର ଦ୍ୱିତୀୟ ଲହର ସମଗ୍ର ଜିଲ୍ଲା କୁ ସଂକ୍ରମିତ କରିଛି ସଂକ୍ରମିତ ଙ୍କ ସଂଖ୍ୟା ତିନି ଅଙ୍କ ରେ ରହୁଛି ଆଜିଜିଲ୍ଲା ରେ ନୂଆ କରୋନା ପୋଜେଟୀଭି ଙ୍କସଂଖ୍ୟା 282ଲକ ଡାଉନ ସମଗ୍ର ଜିଲ୍ଲା ରେ କଡା କଡ଼ି ଭାବରେ ପାଳନ ହୋଇଛି l ସରକାର ଙ୍କ କୋବିଦ ନିୟମ କୁ ପାଳନ କରିବା ପାଇଁ ସଚେତନତା କରିବା କୋରାଇ ଥାନା ଅଧିକାରୀ ରଂଜିତ ମହାନ୍ତି ନିଜେ ଲଳିତ ସ୍ୱର ନିହାରା ଢଙ୍ଗ ରେ ଜଗତ ର ନାଥ ଜଗନ୍ନାଥ ଙ୍କୁ ଗୁହାରି କରି ଗୀତ ଗାଇ ଛନ୍ତି ଗୀତ ଲୋକ ମାନଂକୁ ଚୁଁହିଲାପରି ହୋଇ ଥିବା ରୁ କୋରାଇ ଅଞ୍ଚଳ ତଥା ଜିଲ୍ଲା ରେ ଗୀତ ର ଭିଡ଼ିଓ ସେୟାର ହେବା ରେ ଲାଗିଛି l ଅମାନିଆ କୁ ସl ବl ଡ଼ କରିବା ରେ ଶ୍ରୀ ମହାନ୍ତି ଯେପରି ଦୁରନ୍ଦରଲୋକ ମାନଂକୁ ଗୀତ ମାଧ୍ୟମରେ କୋରୋନା ସଚେତନତା ପାଇଁ ନିଜେ ଗୀତ ଗାଇକୋରେଇ ଥାନା ଅଞ୍ଚଳ ରେ ସଚେତନତାଗୀତ ବାର୍ତ୍ତା ଦେହୁ ଛନ୍ତି ଅଧିକାରୀ ରଞ୍ଜିତ କୁମାର ମହାନ୍ତି। ପ୍ରକାଶ ଯୋଗ୍ୟ ଯେ ପୂର୍ବରୁ ମଧ୍ୟ ରଞ୍ଜିତ କୋରୋନା ସଚେତନତା ପାଇଁ ଗୀତ ଗାଇ ଘୋଡାନାଚ କରି ଚର୍ଚାକୁ ଆସିଥିଲେ । ଏଥିସହିତ କରୋନା ସଂକ୍ରମଣରେ ପୀଡିତ ବ୍ୟକ୍ତିଙ୍କ ସୁରକ୍ଷା ପାଇଁ ରାତି ଦିନ କାମ କରିଥାନ୍ତି ଥାନା ଅଧିକାରୀ ରଞ୍ଜି ମହାନ୍ତି। ତେବେ ପୁଣି ଥରେ କୋରୋନା ସଚେତନତା ଗୀତ ଗାଇ କୋରେଇ ସମେତ ସମଗ୍ର ଜିଲ୍ଲାରେ ପୁଣି ଚର୍ଚ୍ଚାକୁ ଆସିଛନ୍ତି। ଅଞ୍ଚଳ ବାସୀ କରୋନା କବଳରୁ କିଭଳି ରକ୍ଷା ପାଇବେ ଏହି ଗୀତ ମାଧ୍ୟମରେ ସେନେଇ ସଚେତନ କରିଛନ୍ତି ରଞ୍ଜିତ। ଯାଜପୁରରୁ ଅଭିମନ୍ୟୁ ମିଶ୍ର ଓଏନ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking