37.1 C
Bhubaneswar
Thursday, March 28, 2024
Homeଓଡିଶାଯାଜପୁର ଜିଲ୍ଲା ରେ କରୋନା ଲହର ଗ୍ରାମ୍ୟ ଗୁଡିକୁ ଗ୍ରାସ କରୁଛି ସଂକ୍ରମିତ କ୍ୱାରେଣ୍ଟାଇନ ନରହି...

ଯାଜପୁର ଜିଲ୍ଲା ରେ କରୋନା ଲହର ଗ୍ରାମ୍ୟ ଗୁଡିକୁ ଗ୍ରାସ କରୁଛି ସଂକ୍ରମିତ କ୍ୱାରେଣ୍ଟାଇନ ନରହି ଦିବାଲୋକ ରେ ବୁଲୁ ଛନ୍ତି

ଯାଜପୁର( ଓଏନଏ): ଯାଜପୁର ଜିଲ୍ଲା ରେ ଗ୍ରାମ୍ୟl ଅଞ୍ଚଳ ର ରେ କରୋନା ର 2ୟ ଲହର ଗ୍ରାମ୍ୟl ଅଞ୍ଚଳ କୁ କ୍ରମଶଃ ସଂକ୍ରମିତ ହେବା ରେ ଦେଖା ଦେଉଛି l କରୋନା ପୋଜେଟୀଭି ଚିହ୍ନଟ ହେଉଥିବା ଲୋକ ମାନେ ହୋମ କ୍ୱାରେଣ୍ଟାଇନ ରହିବାକୁ କୁହାଯାଉଛି ଓ ଔଷଧ ପତ୍ର ଦିଆଯାଉଛି ସେମାନ ଗାଁ କାହାକୁ ନକହି ଅବାଦ ସହିପଡିଶା ଓ ଛକ ମାନଙ୍କ ରେ ବସି ଆଡା ଜମାଉଛନ୍ତି ଲୋକ ମାନେ ଜାଣି ସେମାନଂକୁ କହିଲେ ଝଗଡା କରିବା ସଂଗେ ଆଉ କାହାକୁ କହିଲେ ମାଡ ମାରିବା ର ଧମକ ଦେଉଛନ୍ତି । ଆଜି 347ଜଣ କରୋନା ପୋଜେଟୀଭି ଚି଼ହ୍ନଟ କରା ଯାଇଛି ଟୀକା ନେବା ପାଇଁ ଡାକ୍ତର ଖାନା ରେ ଲମ୍ବା ଧାଡି ଲାଗୁଚି l ଟୀକା ର ପରିମାଣ କମ ଆସୁ ଥିବା ରୁ ଆଦିକାନ୍ସ ଟୀକା ନେବାରୁ ବଂଚିତ ହେବା କୁ ପଡୁଛି l ଟୀକା ନମିଳିବାରୁ ଲୋକ ମାନେ ନିରାଶ ହୋଇ ଘର କୁ ଫେରୁଛନ୍ତି l ଆଜି ଯାଜପୁର ଜିଲ୍ଲା ର ଯାଜପୁର ରୋଡ ପାଣିକୋଇଲି. ଚଣ୍ଡିଖୋଲ ସମେତ ବିଭିନ୍ନ ସ୍ଥାନ ଭିଡ଼ ଜମି ଥିଲା l ବ୍ୟାଙ୍କ ମାନଙ୍କ ରେ ସାମାଜିକ ଦୂରତା କୁ କେହି ଗୁରୁତ୍ୱ ଦେଉ ନଥିଲେ ଯାଜପୁର ରୋଡ ମୁଖ୍ୟ ଷ୍ଟେଟ ବ୍ୟାଙ୍କ ର ଦୁସ୍ୟ ଯାହା ଦେଖିବାକୁ ମିଳିଥିଲା ବ୍ୟାଙ୍କ ଗଟେ ନିକଟରେ ନାହିଁ ନଥିବା ଭିଡ଼ ସାମାଜିକତା ଦୂରତା ବୋଲି କିଛିନଥିଲା l ରେଳ ଷ୍ଟେସନ ବଜାର ଗୋପବନ୍ଧୁ ଛକ ନହକା ବାଇ ପାସ ପ୍ରଭୁତି ସ୍ଥାନ ରେ ସାମାଜିକ ଦୂରତା କୁ ଉଲଂଘନ କରାଯାଇ ଥିଲା କରୋନା ସଂକ୍ରମଣ ହେବାର ଏଡାଇ ଦିଆ ଯାଇ ନ ପରେ ଜିଲ୍ଲା କରୋନା ସ୍ପଟ ଚିତ୍ର ପଦତ ଦିଆ ଯାଇଛି l

 

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking