32.1 C
Bhubaneswar
Thursday, March 28, 2024
Homeଓଡିଶାଯାଜପୁର ଜିଲ୍ଲାପାଳ ଲାଲ ବହାଦୁର ଶାସ୍ତ୍ରୀ ଜାତୀୟ ଏକାଡେମୀ ଆଡମିନିଷ୍ଟ୍ରେସନ ପକ୍ଷରୁ ପୁରସ୍କୃତ

ଯାଜପୁର ଜିଲ୍ଲାପାଳ ଲାଲ ବହାଦୁର ଶାସ୍ତ୍ରୀ ଜାତୀୟ ଏକାଡେମୀ ଆଡମିନିଷ୍ଟ୍ରେସନ ପକ୍ଷରୁ ପୁରସ୍କୃତ

ଯାଜପୁର( ଓ.ଏନ୍‌.ଏ ) : ଯାଜପୁର ଜିଲ୍ଲାପାଳ ରଂଜନ କୁାମର ଦାସଙ୍କୁ ମିଳିଲା ସମ୍ମାନ । ଲାଲ ବହାଦୁର ଶାସ୍ତ୍ରୀ ଜାତୀୟ ଏକାଡେମୀ ଆଡମିନିଷ୍ଟ୍ରେସନ ରେ ସହର ବିଖ୍ୟାତ ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ଉପସ୍ଥାପନ କରି ସହରି ବିକାଶ ସମ୍ପର୍କରେ ବିଭିନ୍ନ ଉଦାହରଣ ଦେଇ ରିପୋର୍ଟ ଉପସ୍ଥାପନ କରିଥିଲେ । ଏହି ରିପୋର୍ଟ ଉପସ୍ଥାପନ କରି ସମଗ୍ର ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଏଥିପାଇଁ ଯାଜପୁର ବାସୀଙ୍କ ପକ୍ଷରୁ ଅନେକ ଅଭିନନ୍ଦନ ତାଙ୍କ ନିକଟକୁ ଅଭିନନ୍ଦନର ସୁଅ ଛୁଟିଛି । ସେ ଜଣେ ଏକାଧାରାରେ ସୁଶାସକ କବି ଗୀତିକାର । ସେ ଯାଜପୁରରେ ଅଧିଷ୍ଠାତି ମା’ ବିରଜାଙ୍କ ଉପରେ ଅନେକ ଭଜନ ଓ ଆଧୁନିକ ଗୀତ ଲେଖିଛନ୍ତି । ତାଙ୍କ ଭଜନ ଗୁଡିକ ସ୍ଥାନ ପାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking