30.1 C
Bhubaneswar
Thursday, April 25, 2024
HomeUncategorizedଯାଜପୁର ଜିଲ୍ଲା ବିଜେପି ପକ୍ଷରୁ ଏସପି ଅଫିସ ଘେରାଉ

ଯାଜପୁର ଜିଲ୍ଲା ବିଜେପି ପକ୍ଷରୁ ଏସପି ଅଫିସ ଘେରାଉ

ଯାଜପୁର (ଓଏନଏ)  ତେବେ ନିକଟରେ ମାହାଙ୍ଗା ଠାରେ ଦୁଇଜଣ ବରିଷ୍ଠ ବିଜେପି ନେତାଙ୍କୁ ହତ୍ୟା କରାଯିବା ସହ ଏଥିରେ ମନ୍ତ୍ରୀଙ୍କ ପ୍ରତାପ ଜେନା ସମ୍ପୃକ୍ତି କୁ ନେଇ ସାଧାରଣରେ ପ୍ରକାଶ ପାଇଥିଲା । ତେଣୁ ଆଜି ବହୁ ସଂଖ୍ୟାରେ ଯାଜପୁରର ଜିଲ୍ଲା ସଭାପତି ଗୈତ୍ତମ ରାୟ ଓ ସୁକିନ୍ଦା ନିର୍ବାଚନ ମଣ୍ଡଳୀ ର ବିଜେପି ବିଧାୟକ ପ୍ରାର୍ଥୀ ଡକ୍ଟର ପ୍ରଦିପ ବଳ ସାମନ୍ତ। କୋରେଇ ନିର୍ବାଚନ ମଣ୍ଡଳୀର ବିଶ୍ଵଜିତ ନାୟକ।ବରୀ ନିର୍ବାଚନ ମଣ୍ଡଳୀରୁ ବିଶ୍ଵ ମଲ୍ଲିକ।ବିଞାରପୁର ବିଧାୟକ ପ୍ରାର୍ଥୀ ବବିତା ମଲ୍ଲିକ। ବର୍ଚଣା ନିର୍ବାଚନ ମଣ୍ଡଳୀ ଅମର ନାୟକ। ଧର୍ମଶାଳା ନିର୍ବାଚନମଣ୍ଡଳୀରୁ ରମେଶ ଚନ୍ଦ୍ର ପରିଡା ସମସ୍ତ କ୍ରମି ମାନେ ଏକତ୍ରିତ ହୋଇ ପହଂଚି ଥିଲେ। ପାଣିକୋଇଲି ବଜାର ନିକଟରୁ ରାଲିରେ ବାହାରି ଯାଜପୁର ଏସପିଙ୍କ ଅଫିସ ନିକଟରେ ମନ୍ତ୍ରୀଙ୍କ କୁସପୁତଳିକା ଦାହ କରିବା ସହ ଏସପି ଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking