ଯୌନ ନିର୍ଯାତନା ମାମଲାରେ ଜେଲ୍‌

ବାଲେଶ୍ୱର: ୨୦୧୫ରେ ନାବାଳିକାଙ୍କୁ ଯୌନ ନିର୍ଯାତନା ମାମଲା । ସେବାଶ୍ରମ ମାଲିକଙ୍କୁ ୫ ବର୍ଷ ୧୦ ମାସ ଜେଲ୍ ସହ ୧ ହଜାର ଟଙ୍କା ଫାଇନ୍ ଦେବାକୁ କୁହାଯାଇଛି । ମାମଲାର ଶୁଣାଣି କରି ଦଣ୍ଡାଦେଶ ଦେଲେ ସ୍ୱତନ୍ତ୍ର ପକ୍ସୋ କୋର୍ଟ । ଝିଆରୀ ଅପହୃତ, ମାଉସୀ ମୃତ !