କରୋନାକୁ ଦୂରେଇବା ପାଇଁ ଆପଣାଇଲେ ଅନ୍ଧବିଶ୍ୱାଶ

ଯାଜପୁର : ସୁକିନ୍ଦା ବନ୍ଧଗାଁ ପଞ୍ଚାୟତ କୋଇଲ ଗ୍ରାମର ଗୋଡି ସାହିରେ ଚାଲିଛି ହୋମ ଯଜ୍ଞ,ନାମ ସଂକୀର୍ତ୍ତନ ଓ ନିଆଁ ଝୁଲ ଯାତ୍ରା । ପ୍ରଶାସନର ଆଗୋଚରରେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ମହାମାରୀ କୋରନାକୁ ଘଉଡ଼ାଇବା ପାଇଁ ଲୋକେ ଏଭଳି କରୁଥିବା ଦେଖିବାକୁ ମିଳିଛି ।
ଆଜିବି ଲୋକେ ଅନ୍ଧଗଳିର ଅନ୍ଧ ବିଶ୍ୱାସରେ ବାନ୍ଧି ହୋଇ ଏଭଳି ମହା ବିପଦ ସମୟରେ କରୋନା କଟକଣାକୁ ବେଖାତିର କରି ସମଦୂରତା ଫୁ କରିଦେଇଛନ୍ତି । ଏଭଳି ସମ୍ବେଦନଶୀଳ ଘଟଣା ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଥିଲେ ମଧ୍ୟ ଏଯାଏ ପୋଲିସ ପାଖରେ ଖବର ନାହିଁ ।

LEAVE A REPLY

Please enter your comment!
Please enter your name here