30.1 C
Bhubaneswar
Thursday, April 25, 2024
Homeଓଡିଶାଜଗତସିଂହପୁର ନଗରକଂଗ୍ରେସ ତରଫରୁ ରାହୁଲଗାନ୍ଧୀଙ୍କ ଜନ୍ମ ଦିବସ ପାଳନ

ଜଗତସିଂହପୁର ନଗରକଂଗ୍ରେସ ତରଫରୁ ରାହୁଲଗାନ୍ଧୀଙ୍କ ଜନ୍ମ ଦିବସ ପାଳନ

ଜଗତସିଂହପୁର :,ସର୍ବଭାରତୀୟ ଜାତୀୟକଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀଙ୍କ ଜନ୍ମଦିନ ଉପଲକ୍ଷେ ଆଜି ଜଗତସିଂହପୁର ନଗରକଂଗ୍ରେସ ସଭାପତି ଶ୍ରୀ ଅଭୟ କୁମାର ମହାନ୍ତିଙ୍କ ନେତୃତ୍ୱରେ  ତାଙ୍କ ଜନ୍ମ ଦିବସ ପାଳିତ ହୋଇଯାଇଛି । କରୋନା ମହାମାରୀକୁ ଦୃଷ୍ଟିରେ ରଖୀ ନିରାଡ଼ମ୍ବର ଭାବରେ ପୌରପରିଷଦ ଅନ୍ତର୍ଗତ ୨ନମ୍ବର ୱାର୍ଡର ଆଦିବାସି ବସ୍ତିରେ ଶୁଖିଲା ଖାଦ୍ୟ , ମାକ୍ସ ଓ ସାନିଟାଇଜର ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଯୁବକଂଗ୍ରେସ ସଭାପତି ଶ୍ରୀ ପ୍ରଶାନ୍ତ କୁମାର ମଲ୍ଲିକ ,ପୂର୍ବତନ ପାରିଷଦ ନିରଞ୍ଜନ ସେଠି , ରବି ଦାସ ,ସଂଜୀବ ସ୍ବାଇଁ,ନିରଞ୍ଜନ ମହାପାତ୍ର,ଅମୀନୁସ ସାଜିଉଦିନ , ଡ଼:ଜଗଦାନନ୍ଦ ବେହେରା,ଦାଶରଥି ସ୍ବାଇଁ,ରୁଦ୍ର ବାରିକ,ଆଶିଷ ଗୋଛାୟାତ,ପ୍ରମୋଦ ମହାପାତ୍ର ପ୍ରମୁଖ ଯୋଗଦାନ କରିଥିଲେ ।

(ରିପୋର୍ଟ ପ୍ରତାପ କୁମାର ସିଂହ)

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking