ଜଗା ଦର୍ଶନ ହେଲା ଶେଷ ଦର୍ଶନ

ପୁରୀ : ସକାଳରୁ ଅପରାହ୍ନ । ଦୁଇ ଥର ମନ୍ଦିରରେ ଘଟିଲାଣି ଅଘଟଣ । ସକାଳେ ମନ୍ଦିରର ଧୁକୁଡି ଦ୍ୱାରରେ ପଡିଥିଲା ରକ୍ତର ଛିଟା । ଆଉ ଅପରାହ୍ନରେ ମନ୍ଦିର ବେଢାରେ ଘଟିଛି ଜଣେ ଭକ୍ତଙ୍କ ମୃତ୍ୟୁ । ଯାହାକୁ ନେଇ ଭକ୍ତଙ୍କ ମଧ୍ୟରେ ଦେଖାଦେଇଛି ଅସନ୍ତୋଷ । ଗତବର୍ଷ ଦେଶ ତଥା ରାଜ୍ୟ ଲାଗି ମହାମାରୀ କରୋନା ଘାତକ ସାଜିଥିଲା । ଅନ୍ୟପଟେ ଚଳିତବର୍ଷ ମାର୍ଚ୍ଚରୁ ବଢିଛି ତାତି । ଆଗକୁ ଏହା ଆହୁରୀ ଭୟଙ୍କର … Continue reading ଜଗା ଦର୍ଶନ ହେଲା ଶେଷ ଦର୍ଶନ