29.1 C
Bhubaneswar
Thursday, October 6, 2022
Homeଦେଶ ବିଦେଶମୃତକଙ୍କ ପରିବାରକୁ ୫ ଲକ୍ଷ

ମୃତକଙ୍କ ପରିବାରକୁ ୫ ଲକ୍ଷ

ଭୋପାଲ : ଜବଲପୁର ହସ୍ପିଟାଲ ରେ ନିଆଁ ଲଗି ୧୦ ଜଣଙ୍କ ମୃତ୍ୟୁ ଘଟଣା । ମୃତାହତ ଙ୍କ ପାଇଁ ସରକାରୀ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୈାହାନଙ୍କ ଘୋଷଣା । ପ୍ରତି ମୃତକଙ୍କ ପରିବାର ପିଛା ୫ ଲକ୍ଷ ଟଙ୍କା ସହୟତା ମିଳିବ । ଆହତ ମାନଙ୍କୁ ୫୦ ହଜର ଟଙ୍କା ପ୍ରଦନ କରାଯିବାକୁ ଘୋଷଣା ।
ସୂଚନା ଅନୁଯାୟୀ , ମଧ୍ୟପ୍ରଦେଶ ଦବଲପୁରରେ ହସ୍ପିଟାଲ ରେ ଅଗ୍ନିକାଣ୍ଡ ଘଟିଛି । ଜବଲପୁରର ଏକ ଘରୋଇ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡ ରେ ୧୦ ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ଜବଲପୁର ନ୍ୟୁଲାଇଫ ମଲ୍ଟିସ୍ପେଶାଲିଟି ହସ୍ପିଟାଲ ରେ ନିଆଁ । ଗୋହଲପୁର ଥାନା ଚଣ୍ଡାଲଭଟା ଅଂଚଳରେ ରହିଛି ହସ୍ପିଟାଲ ।ଏବେ ବି ନିଆଁ ଆୟତ ହୋଇ ପାରିନି କିଛି ଲୋକ ଫସି ରହିଥିବା ସୂଚନା ରହିଛି । ତଳ ମହଲାରେ ସର୍ଟସର୍କିଟ ହୋଇ ତୃତୀୟ ମହଲା ଯାଏଁ ନିଆଁ ବ୍ୟାପିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking