ବ୍ୟବସ୍ଥା କରିଥିଲେ ଏପରି ହୋଇନଥାନ୍ତା: ମନମୋହନ
ସମ୍ବଲପୁର: ସମ୍ବଲପୁର ଗୁଇନ୍ଦା ରିପୋର୍ଟ ନେଇ ରାଜ୍ୟ ବିଜେପି ସଭାପତିଙ୍କ ପ୍ରତିକ୍ରିୟା । ସରକାର ବ୍ୟବସ୍ଥା କରିଥିଲେ ଅଭାବନୀୟ ପରିସ୍ଥିତି ହୋଇନଥାନ୍ତା । ହନୁମାନ ଜୟନ୍ତୀ ସମ୍ବଲପୁର ହେବନି ଓଡିଶାରେ ହବନି କେଉଁଠି ହେବ । ସରକାରଙ୍କ ଦାୟିତ୍ୱ ହେଉଛି ସୁରକ୍ଷା ଦେବା । ୧୧ ତାରିଖରେ ରିପୋର୍ଟ ଆସିଥିଲା ସଜାଗ ରହିବା ପାଇଁ । ୫ ତାରିଖରେ ମଧ୍ୟ ଗୃହ ମନ୍ତ୍ରାଳୟ ସଚରକ୍ଷା ପାଇଁ କହିଥିଲେ । ଯଦି ଏସପି କହୁଛନ୍ତି ଯୋଜନାବଦ୍ଧ ଥିଲା ତେବେ … Continue reading ବ୍ୟବସ୍ଥା କରିଥିଲେ ଏପରି ହୋଇନଥାନ୍ତା: ମନମୋହନ
Copy and paste this URL into your WordPress site to embed
Copy and paste this code into your site to embed