27.1 C
Bhubaneswar
Thursday, April 25, 2024
Homeଅପରାଧପୁଅର ନିଜ ମା ପ୍ରତି ଏପରି ଅତ୍ୟାଚାର ଜାଣିଲେ ହୋଇଯିବେ ଆଶର୍ଯ୍ୟ

ପୁଅର ନିଜ ମା ପ୍ରତି ଏପରି ଅତ୍ୟାଚାର ଜାଣିଲେ ହୋଇଯିବେ ଆଶର୍ଯ୍ୟ

ବାଲେଶ୍ଵର: ନିଶାଶକ୍ତ ପୁଅର ଉନ୍ମକ୍ତ କାଣ୍ଡ । ଭାତ ଦେବାରେ ବିଳମ୍ବ ହେବାରୁ ମାଆକୁ ଠେଙ୍ଗାରେ ପିଟି ପିଟି ମାରିଦେଲା । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ସୋର ଥାନା ସିଙ୍ଗାଖୁଣ୍ଟା ପଞ୍ଚାୟତ ଗୁଜୁଢ଼ିଆ ଗ୍ରାମରେ । ଏହି ଗାଁର ପୁରୁଷୋତ୍ତମ ବେହେରାଙ୍କ ସାନ ପୁଅ ରତିକାନ୍ତ ମା’କୁ ନିଶାସକ୍ତ ଅବସ୍ଥା ରେ ଭାତ ମାଗିଥିଲା । ମା ଭାତ ଆଣି ଦେବାରେ ବିଳମ୍ବ ହେବାରୁ ଏଥିରେ ରତିକାନ୍ତ ଉତକ୍ଷିପ୍ତ ହୋଇ ପାଖରେ ପଡିଥିବା ଏକ ଠେଙ୍ଗାରେ ମା ସତ୍ୟାଭାମାଙ୍କୁ ପାହାର ପରେ ପାହାର ପିଟି ଚାଲିଥିଲା । ଫଳରେ ମା ଙ୍କ ମୃତ୍ୟୁ ଘଟିଲା । ଖବର ପାଇ ସୋର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି । ପୁଅ ରତିକାନ୍ତକୁ ପୋଲିସ ଅଟକ ରଖିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking