30.1 C
Bhubaneswar
Sunday, July 3, 2022
Homeଅପରାଧଟଙ୍କା ନଦେବାରୁ ପୁଅ ସହ ଏପରି କିଛି ହେଲା ଜାଣିଲେ ଉଡିଯିବ ହୋଶ ......

ଟଙ୍କା ନଦେବାରୁ ପୁଅ ସହ ଏପରି କିଛି ହେଲା ଜାଣିଲେ ଉଡିଯିବ ହୋଶ ……

ନୂଆଦିଲ୍ଲୀ : କେତେ କଳୁସିତ ହୋଇଯାଇଛି ଏ ସମାଜ । ଆଉ କଳଙ୍କିତ ହୋଇଯାଇଛି ଏ ମଣିଷ । ଏଠି ମୂଲ୍ୟ ହିନ ହୋଇପଡ଼ିଛି ସମ୍ପର୍କ । ଟଙ୍କା ଆଗରେ ତୁଚ୍ଛ ପାଲୋଟୁଛି ପ୍ରେମ । ଆଗରୁ ଆପଣ ଶୁଣିଥିଲେ ଅବା ଆଖ ପାଖ ଅଞ୍ଚଳରେ ଦେଖିଥିବେ ମଧ୍ୟ ସାଧାରଣତଃ ଝିଅ ମାନେ ବ୍ଲାକମେଲିଂର ଶିକାର ହୋଇଥାନ୍ତି । କିନ୍ତୁ ଆଜିର ସମାଜରେ ନାରିମାନେ ଏତେ ଆଗକୁ ଗଲେଣି ଯେ ସେମାନେ ବ୍ଲାକମେଲିଂର ଶିକାର ହେବେ କଣ ଓଲଟା ପୁରୁଷଙ୍କୁ ବ୍ଲାକମେଲ କରି ଟଙ୍କା ରେଜଗାର କରିବା ଆରମ୍ଭ କଲେଣି । ଘଟଣାଟି କିଛି ଏମିତି ପ୍ରକାରର ପ୍ରେମିକାକୁ ଟଙ୍କା ମାଗିଥିଲେ ପ୍ରେମିକା। ପ୍ରେମିକ ଜଣକ ଟଙ୍କା ନ ଦେବାରୁ ସୋସିଆଲ ମିଡ଼ିଆରେ ଛାଡ଼ିଦେଲେ ଅନ୍ତରଙ୍ଗ ଫଟୋ । ଏବେ ନ୍ୟାୟ ପାଇଁ ସାଇବର ଥାନାର ଦ୍ୱାରସ୍ଥ ହୋଇଛନ୍ତି ଯୁବକ। ସବୁଠୁ ଆଶ୍ଚର୍ଯ୍ୟ କଥା ହେଉଛି ଯୁବତୀ ଜଣଙ୍କ ମାତ୍ର ୨୬ ଦିନ ହେବ ଭଲ ପାଉଥିଲେ । ଆଉ ଏହି ଦିନ ଭିତରେ ପାଖାପାଖି ୫୦ ହଜାର ଟଙ୍କା ଲୁଟିଛନ୍ତି ଯୁବତୀ ଜଣକ । ହେଲେ ଏତିକିରେ ଯୁବତୀଙ୍କ ମନ ପୁରିନଥିଲା । ପୁଣି ୨ଲକ୍ଷ ଟଙ୍କା ମାଗିଥିଲେ ଯୁବକଙ୍କୁ । ଯୁବକ ଜଣଙ୍କ ଟଙ୍କା ନଦେବାରୁ ଏବେ ସୋସିଆଲ ମିଡ଼ିଆରେ ଅନ୍ତରଙ୍ଗ ମୂହର୍ତର କିଛି ଫଟୋ ଏବଂ ଭିଡ଼ିଓ ଯୁବତୀ ଜଣଙ୍କ ଅପଲୋଡ଼ କରିଛନ୍ତି । ସାଇବର ଥାନା ପକ୍ଷରୁ ଉଭୟ ଯୁବତୀ ଏବଂ ଯୁବକଙ୍କ ନାମ ଗୋପନୀୟ ରଖାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking