ଲୁହା ତାରରେ ଲୁଗା ଶୁଖାଇବା ହେଲା କାଳ, ବିଦ୍ୟୁତ ଆଘାତରେ ଚାଲିଗଲା ଯୁବକଙ୍କ ଜୀବନ

ବଡବିଲ : ଲୁହା ତାରରେ ଲୁଗା ଶୁଖାଇବା ହେଲା କାଳ । ବିଦ୍ୟୁତ ଆଘାତ ଲାଗି ଯୁବକଙ୍କ ମୃତ୍ୟୁ । ଏଭଳି ଦୁଃଖଦ ଘଟଣା ଘଟିଛି ବଡ଼ବିଲ ୧୫ ନଂ ୱାର୍ଡ ସାଧୁ ସିଂ ହଟିଂ ଅଞ୍ଚଳରେ । ମୃତକ ହେଉଛନ୍ତି ୩୦ ବର୍ଷୀୟ ସୁବ୍ରତ ସେଠୀ । ସୂଚନାଯୋଗ୍ୟ ଯେ, ପ୍ରତିଦିନ ଭଳି ସୋମବାର ସେ ଗାଧୋଇ ସରିବା ପରେ ଘର ଅଗଣାରେ ବନ୍ଧାଯାଇଥିବା ଏକ ଲୁହା ତାରରେ ନିଜର ଓଦା ଲୁଗାକୁ ଶୁଖାଉଥିଲେ । … Continue reading ଲୁହା ତାରରେ ଲୁଗା ଶୁଖାଇବା ହେଲା କାଳ, ବିଦ୍ୟୁତ ଆଘାତରେ ଚାଲିଗଲା ଯୁବକଙ୍କ ଜୀବନ