ଆର୍ଥିକ ମାନ୍ଦାବସ୍ଥାରେ ଆଇଟି ସେକ୍ଟର, ଦୈନିକ ୧୬୦୦ କର୍ମଚାରୀ ଛଟେଇ
ନୂଆଦିଲ୍ଲୀ: ପୂରା ବିଶ୍ୱରେ ଗମ୍ଭୀର ସ୍ଥିତିରେ ଆଇଟି ସେକ୍ଟର । ମାନ୍ଦାବସ୍ଥା ଭୟ ଦେଖାଦେଇଥିବା ବେଳେ କମ୍ପାନୀଗୁଡ଼ିକ ଖର୍ଚ୍ଚ କାଟ କରିବା ସହ ତିଷ୍ଠି ରହିବା ପାଇଁ ସଂଘର୍ଷ ଚଳାଇଛନ୍ତି। ସେଥିପାଇଁ ସେମାନେ କର୍ମଚାରୀ ଛଟେଇ ଭଳି କଠୋର ନିଷ୍ପତ୍ତି ନେଉଛନ୍ତି। ୨୦୨୩ ଜାନୁଆରୀରେ ବିଶ୍ବବ୍ୟାପୀ ପ୍ରତିଦିନ ହାରାହାରି ଭାବେ ୧୬୦୦ କର୍ମଚାରୀ ଛଟେଇର ଶିକାର ହୋଇଛନ୍ତି। ୨୦୨୨ରେ ୧୦୦୦ରୁ ଅଧିକ କମ୍ପାନୀ ୧ ଲକ୍ଷ ୫୪ ହଜାର ୩୩୬ କର୍ମଚାରୀଙ୍କୁ ଛଟେଇ କରିଥିଲେ । ବିଶ୍ୱସ୍ତରରେ … Continue reading ଆର୍ଥିକ ମାନ୍ଦାବସ୍ଥାରେ ଆଇଟି ସେକ୍ଟର, ଦୈନିକ ୧୬୦୦ କର୍ମଚାରୀ ଛଟେଇ
Copy and paste this URL into your WordPress site to embed
Copy and paste this code into your site to embed