ଦ୍ୱିତୀୟ ଦିନରେ ଆଇଟି ରେଡ୍‌

ସମ୍ବଲପୁର : ମଦ ବ୍ୟବସାୟୀଙ୍କ ଘରେ ଆଜି ବି ଆୟକର ଟିମ୍‌ର ରେଡ୍ । ଭୁବନେଶ୍ୱର , ବଲାଙ୍ଗିର, ଟିଟଲାଗଡ ଓ ବୌଦ୍ଧରେ ରେଡ୍ । ସମ୍ବଲପୁର ଧନୁପାଲିର ଏକ ଦେଶୀ ମଦ ଭାଟିର ରେଡ୍ । ଟିଟଲାଗଡ ନେହେରୁ ନଗର ସ୍ଥିତ ୨ଟି ଘରେ ରେଡ୍ । ଆୟକର ଫାଙ୍କି ଅଭିଯୋଗରେ ଆଇଟି ଚଢାଉ । ଗୋଟିଏ ଦିନରେ ୩ ସହର ବନ୍ଦ