26.1 C
Bhubaneswar
Monday, December 11, 2023
Homeଓଡିଶାବରଗଡ଼ରେ ୮୦ଟି ସ୍ଥାନରେ ଆଇଟି ରେଡ୍

ବରଗଡ଼ରେ ୮୦ଟି ସ୍ଥାନରେ ଆଇଟି ରେଡ୍

ବରଗଡ଼: ବରଗଡ଼ରେ ଆଇଟିର ବଡ଼ ଚଢ଼ାଉ । ଏସିଏ ଓମ୍ ପାନସାରିଙ୍କ ଫାର୍ମ ଓ ଘରରେ ଚଢାଉ କରାଯାଉଛି । ଏକକାଳୀନ ୮୦ଟି ସ୍ଥାନରେ ଆଇଟି ଚଢାଉ କରାଯାଉଛି । କେନ୍ଦ୍ରୀୟ ଆୟକର ବିଭାଗ ପକ୍ଷରୁ ଚଢାଉ ଜାରି ରହିଛି । ସଁୟାସ୍ଥିତ ବାଲଗୋପାଳ ଅଏଲ୍ ମିଲରେ ବି ରେଡ୍ ହୋଇଛି । ଲିଙ୍କରେ ଥିବା ସିଏ ଓ ଅନ୍ୟାନ୍ୟ ସ୍ଥାନରେ ଚଢାଉ ଚାଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking