ସ୍ୱାମୀ ଅନ୍ୟ ମହିଳା ସହ ରହିବା ଭୁଲ୍ ନୁହେଁ: ଜାଣନ୍ତୁ କାହିଁକି ଏପରି କହିଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ସାଧାରଣତଃ କୌଣସି ବିବାହରେ ଟେନ୍‌ସନ୍ ରହିଲେ ମଧ୍ୟ ପତ୍ନୀ କିମ୍ବା ସ୍ୱାମୀ ଆଇନ ଅନୁଯାୟୀ ଅନ୍ୟ ସାଥୀଙ୍କ ସହ ରହିବା ଠିକ୍ ବିବେଚନା କରାଯାଏ ନାହିଁ । କିନ୍ତୁ ସମାନ ମାମଲାରେ ଦିଲ୍ଲୀ ହାଇକୋର୍ଟ ସ୍ୱାମୀଙ୍କୁ ନ୍ୟାୟ ପ୍ରଦାନ କରିଥିଲେ ଏବଂ ଏହାକୁ ପତ୍ନୀଙ୍କ ପ୍ରତି କ୍ରୁରତା ବୋଲି ବିବେଚନା କରିନଥିଲେ । ମାନବିକ ଦିଗକୁ ଦୃଷ୍ଟିରେ ରଖି କୋର୍ଟ ଏହାର ନିଷ୍ପତ୍ତି ଦେଇଛନ୍ତି । ହିନ୍ଦୁ ବିବାହ ଅଧିନିୟମ ଅନୁଯାୟୀ, କୌଣସି ପୁରୁଷ ବା … Continue reading ସ୍ୱାମୀ ଅନ୍ୟ ମହିଳା ସହ ରହିବା ଭୁଲ୍ ନୁହେଁ: ଜାଣନ୍ତୁ କାହିଁକି ଏପରି କହିଲେ ଦିଲ୍ଲୀ ହାଇକୋର୍ଟ