24.1 C
Bhubaneswar
Sunday, December 7, 2025
Homeଓଡିଶାରାଜ୍ୟରେ ୫ ଦିନ ଯାଏଁ ବର୍ଷା!

ରାଜ୍ୟରେ ୫ ଦିନ ଯାଏଁ ବର୍ଷା!

ଭୁବନେଶ୍ୱର: ବଙ୍ଗୋପସାଗରରେ  ଆଉ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇପାରେ ।  ଏବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।  ଯଦି ଅଧିକ ଘନୀଭୂତ ହୁଏ,   ପରେ ଲଘୁଚାପର ରୂପ ନେଇପାରେ ।   ବର୍ତ୍ତମାନ ଟ୍ରପ ଲାଇନ ପ୍ରଭାବରେ    ରାଜ୍ୟରେ ମେଘୁଆ   ପାଗ ସହ ବର୍ଷା ଲାଗି ରହିଛି ।  ଆସନ୍ତା ୨୪ ଘଣ୍ଟା  ମଧ୍ୟରେ ଗୋଟିଏ  କିମ୍ବା ଦୁଇଟି ସ୍ଥାନରେ  ହାଲୁକାରୁ  ମଧ୍ୟମ ଧରଣର  ବର୍ଷା ହେବା ନେଇ  ଚେତାବନୀ ଦିଆଯାଇଛି ।ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଆକଳନ କରାଯାଇଥିବା ବେଳେ ଆସନ୍ତା ୯ ତାରିଖରେ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଏକ ଘୂର୍ଣ୍ଣିବଳୟ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking