30.1 C
Bhubaneswar
Wednesday, April 24, 2024
Homeଓଡିଶା୩ ବର୍ଷରେ ୨୪୫ ହାତୀ ମୃତ

୩ ବର୍ଷରେ ୨୪୫ ହାତୀ ମୃତ

ଭୁବନେଶ୍ୱର: ଗତ ୩ ବର୍ଷରେ ରାଜ୍ୟରେ ମୃତ୍ୟୁବରଣ କରିଛନ୍ତି ୨୪୫ ହାତୀ । ସୌମ୍ୟ ପଟ୍ଟନାୟକଙ୍କ ପ୍ରଶ୍ନରେ ମନ୍ତ୍ରୀ ପ୍ରଦୀପ ଅମାତଙ୍କ ସୂଚନା । ୨୦୧୯-୨୦ରୁ ୨୧-୨୨ ମଧ୍ୟରେ ରାଜ୍ୟରେ ୨୪୫ ଜଣ ହାତୀ ମରିଛନ୍ତି । ୨୪୫ ମଧ୍ୟରୁ ୬ଟି ହତୀ ଶିକାର ଦ୍ୱାରା ମୃତ୍ୟୁବରଣ କରିଛନ୍ତି । ତେବେ ଏହି ୩ ବର୍ଷ ମଧ୍ୟରେ ଆଦୌ ବାଘ ମରିନାହାନ୍ତି କହିଲେ ମନ୍ତ୍ରୀ ।

ନବ ଦାସ ପ୍ରସଙ୍ଗରୁ ନଜର ହଟାଇବାକୁ ବିଜେଡିର ଆନ୍ଦୋଳନ: ଲେଖାଶ୍ରୀ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking