ସବୁବେଳେ ଆପଣଙ୍କୁ ଫିଟ୍ ରଖିବ ଅଳାଁ,ଏଥିରେ ଅଛି ଆୟୁର୍ବେଦିକ ଗୁଣ

ନୂଆଦିଲ୍ଲୀ: ପ୍ରତ୍ୟେକ ଶରୀରରେ ପୃଷ୍ଟିକର ତତ୍ବର ଅନେକ ଆବଶ୍ୟକତା ରହିଛି। ଭିଟାବିନ୍ ସି, ପ୍ରୋଟିନ, କାର୍ବୋହାଇଡ୍ରେଟ ଭଳି ପୋଷଣ ଶରୀର ପାଇଁ ଅତ୍ୟନ୍ତ ଜରୁରୀ। ଏଥିପାଇଁ ପ୍ରଚୁର ପରିମାଣରେ ସବୁଜ ପନିପରିବା ଖାଇବାର ଆବଶ୍ୟକତା ରହିଛି। ସମାନ ଭାବରେ ଫଳ ମଧ୍ୟ ଶରୀର ପାଇଁ ଜରୁରୀ। ଯେପରିକି ଅଁଳା । ଯେଉଁଥିରେ ରହିଛି ଆୟୁର୍ବେଦିକ୍ ଔଷଧୀୟ ଗୁଣ। ଯାହା ଫଳରେ ସ୍ୱାସ୍ଥ୍ୟବିତ୍ମାନେ ମଧ୍ୟ ଅଁଳା ଖାଇବାକୁ ପରାମର୍ଶ ଦେଉଛନ୍ତି। ଆସନ୍ତୁ ଜାଣିବା ଅଳାଁର ଲାଭ ବିଷୟରେ… ଇମ୍ୟୁନିଟି … Continue reading ସବୁବେଳେ ଆପଣଙ୍କୁ ଫିଟ୍ ରଖିବ ଅଳାଁ,ଏଥିରେ ଅଛି ଆୟୁର୍ବେଦିକ ଗୁଣ